Rupa Pintu Video: ପୁଣିଥରେ ଭାଇରାଲ ହେଲା ଓଡ଼ିଆ ୟୁଟ୍ୟୁବର ରୂପା ପିଣ୍ଟୁଙ୍କ ଏହି ଭିଡିଓ। ଆଉ ଏହି ଭିଡିଓ ନିଜେ ଓଡ଼ିଆ ଗାୟିକା ଅସୀମା ପଣ୍ଡା ସେୟାର କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଆ ୟୁଟ୍ୟୁବର ରୂପା ପିଣ୍ଟୁ ଏବେ ନିଜର ଏକ ମ୍ୟୁଜିକ ଭିଡିଓ ପାଇଁ ମନାଲି ରେ ଅଛନ୍ତି । ତେବେ ଏହାର କିଛି ଭାଗର ସୁଟିଂ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମନାଲିରେ ସୁଟ୍ ପରେ ଏହି ଗୀତଟି ଗତକାଲି ରିଲିଜ୍ ହୋଇଥିବା ସୂଚନା ରହିଛି। ଆପଣ ବି ଦେଖନ୍ତୁ ଭିଡିଓ...