operation sindoor live:ସୀମାବର୍ତ୍ତି ଅଞ୍ଚଳକୁ ଖାଲି କଲେ ସରକାର ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ଜମ୍ମୁ ଓ କାଶ୍ମୀରର ସୀମାବର୍ତ୍ତି ଅଞ୍ଚଳକୁ ଖାଲି କରାଇଛନ୍ତି ସରକାର। ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ରଜୌରି ଅଞ୍ଚଳର କିଛି ସ୍ଥାନରୁ ଏମାନଙ୍କୁ ପଠାଯାଉଥିବା ସମୟର କିଛି ଭିଡିଓ...