Home Minister Amit Shah flying kite Viral Video: ଭିଡିଓରେ ଏହା ଦେଖିବାକୁ ମିଳେ ଯେ କିଛି ଯୁବକ ଗୋଟିଏ ଛାତରେ ଗୁଡ଼ି ଉଡାଉଥିବାବେଳେ ଅନ୍ୟ ଏକ ଛାତରେ ଗୃହମନ୍ତ୍ରୀ ଅମିତ ଶାହା ଅନେକ ଲୋକଙ୍କ ସହ ଗୁଡ଼ି ଉଡାଉଛନ୍ତି। ଏହି ସମୟରେ ଯୁବକ ଆନନ୍ଦରେ ଡେଇଁପଡି କହିଥିଲେ ଯେ ସେ ଅମିତ କାକାଙ୍କ ଗୁଡି କାଟି ଦେଇଛନ୍ତି। ଏହା ପରେ ଅନେକ ଯୁବକ ଏକାଠି ଚିଲାଇବା ଆରମ୍ଭ କରିଥିଲେ। ଦେଖନ୍ତୁ ଏହି ଭିଡିଓ-