Advertisement

PM Narendra Modi 

alt
Jul 3,2025, 19:27 PM IST
alt
Jun 28,2025, 20:09 PM IST
alt
ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିବେ । ଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍ କ୍ଷେତ୍ର ସମେତ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ଗିନିଆ ଗଣରାଜ୍ୟକୁ ରପ୍ତାନି ପାଇଁ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ବିଶାଖାପାଟଣାରେ ୧୧ଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେବେ । ଅନ୍ତର୍ଜାତୀୟ ଯୋଗ ଦିବସ୨୦୨୫ ର ବିଷୟବସ୍ତୁ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ବ୍ୟକ୍ତି ଏବଂ ପୃଥିବୀ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରେ ।
Jun 19,2025, 21:09 PM IST
View More

Trending news

;