Actress Arpita Kar Dance Video: ଅର୍ପିତା କର ଜଣେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ। କହିରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ସମୟ ସମୟରେ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇାରଲ୍ ହେଉଛି। ଯେଉଁଥିରେ ସେ 'ବନକେ ଦିୱାନା ମେରେ...' ହିନ୍ଦୀ ଗୀତରେ ନାଚୁଥିବାର ନଜର ଆସୁଛନ୍ତି। ଏଠାରେ ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅଭିନେତ୍ରୀ ଅର୍ପିତାଙ୍କ ଏହି ଭିଡିଓ।