Odisha news
Odisha News: ସଭ୍ୟ ସମାଜରେ ବର୍ବରତା ! ଗୋଚାଲାଣ ସନ୍ଦେହରେ ଯୁବକଙ୍କୁ ଲଣ୍ଡାକରି ଗାଁ ବୁଲାଇଲେ
ଆକ୍ରମଣକାରୀଙ୍କୁ ଆମାନବୀୟ କାଯ୍ୟାକଳାପ ପରେ ବୁଲୁ ଓ ବାବୁଲା ଙ୍କ ପରିବାର ଲୋକ ଏବେ ଭୟରେ ରହିଥିବା ପ୍ରକାଶ କରିଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ସେମାନଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କୁ ଦଣ୍ତ ଦେବାକୁ ଦାବି କରିଛନ୍ତି।
Jun 23,2025, 12:32 PM IST
ପ୍ରବାସୀ ଭାରତୀୟଙ୍କୁ ଜମି ବିକିବା ନାଁରେ ୨୫ ଲକ୍ଷ ଠକେଇ, ଯନ୍ତ୍ରୀଙ୍କୁ ବାନ୍ଧିଲା ପୋଲିସ
ବ୍ରହ୍ମପୁର (ପ୍ରେମାନନ୍ଦ ପୁଜାରୀ):ପ୍ଲଟ ବିକ୍ରି ନାଁରେ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ପ୍ରବାସୀ ଭାରତୀୟଙ୍କୁ ୨୫ ଲକ୍ଷ ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ(ବିଇଏମସି) ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ପି ଶ୍ୟାମବାବୁ ପାତ୍ର(୫୮) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସରକାରୀ ଚାକିରି କାଳରେ ବ୍ରହ୍ମପୁର ପ୍ଲଟ ବ୍ୟବସାୟର
May 26,2025, 14:26 PM IST
Odisha News: ଜେଲ ପାଖରୁ ଜୀବନ୍ତ ବୋମା ଓ ଖଣ୍ଡା ଉଦ୍ଧାର ଘଟଣା: ପାଞ୍ଚଜଣ ଗିରଫ
ବ୍ରହ୍ମପୁର (ପ୍ରେମାନନ୍ଦ ପୁଜାରୀ): ବ୍ରହ୍ମପୁର ଜେଲ ନିକଟରେ ଲୁଚାଇ ରଖିଥିବା ବମ୍ ଏବଂ ଖଣ୍ଡା ଉଦ୍ଧାର ଘଟଣାରେ ପାଞ୍ଚଜଣ ପେସାଦାର ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କଲା ବୈଦ୍ୟନାଥପୁର ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଦକ୍ଷିଣପୁର ଗ୍ରାମର ନିଳମାଧବ ସାହୁ ଅରଫ୍ (ଭବାନି)। ନିମଖଣ୍ଡି ଥାନା ଅନ୍ତର୍ଗତ ପୁଲଟ
May 22,2025, 12:00 PM IST
Odisha festival
Odisha Festival: ମନମୋହୁଛି ବ୍ରହ୍ମପୁରର ପ୍ରସିଦ୍ଧ ଦଣ୍ଡନାଚ
ଭକ୍ତମାନେ ମାନସିକ ପୂରଣ ହେବା ଆଶାରେ ଦଣ୍ଡନାଚରେ ଅଂଶ ଗ୍ରହଣ କରିଥାନ୍ତି। ଦୂରାରୋଗ୍ୟ ବ୍ୟଧିରୁ ତ୍ରାହି ପାଇବା, ମନୋସ୍କାମନା ପୂରଣ କରିପାଇବା ଆଶାରେ ଲୋକମାନେ ଦଣ୍ଡ ନାଚରେ ଭାଗ ନିଅନ୍ତି। ଅନ୍ୟପକ୍ଷରେ ପୁରାତନ ସଭ୍ୟ ସଂସ୍କୃତି ଲୋକକଳା ପରମ୍ପରା କୁ ନେଇ ଚାଲି ଆସିଛି ମାଁ ଦଣ୍ଡକାଳୀ ଙ୍କ ଦଣ୍ଡନାଚ। ଯାହା ଜନସାଧାରଣଙ୍କ ମନରେ ଭକ୍ତିଭାବ ଆନ୍ଦୋଳିତ କରିଥାଏ।
Apr 14,2025, 10:49 AM IST
ହୁକ୍କା ବିକ୍ରି କରୁଥିବା ୭ ରେଷ୍ଟୁରାଣ୍ଟ ଓ ବାର୍ରେ ଚଢଉ: ୪୭ ମେସିନ ; ଧୂଆଁପତ୍ର ଜବତ
ବ୍ରହ୍ମପୁର: ମାଦକ ଦ୍ରବ୍ୟ ଓ ନିଶା କାରବାର ରେ ବ୍ରହ୍ମପୁର ସହରର ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ ଲିପ୍ତ ରହି କଳା ସାମ୍ରାଜ୍ୟ ଚଳାଇ ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ଜୋରଦାର ଅଭିଯାନ ଆରମ୍ଭ କରିଥିବା ଜଣାପଡିଛି। ବ୍ରହ୍ମପୁର ସହରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରେ ହୁକ୍କା ବିକ୍ରି ହେଉଥିବା ଖବର ଜାଣିବା ପରେ ପ୍ରାୟ ସବୁ ସ୍ଥାନରେ
Mar 22,2025, 11:33 AM IST
Odisha Crime News
Odisha Crime News: ଛୁରାମାଡ଼ରେ କଣ୍ଟ୍ରାକ୍ଟର ମୃତ , ଅଭିଯୁକ୍ତ ଗିରଫ
Odisha Crime News: ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମଦ ପିଇବାକୁ ନ ଦେବାରୁ ପପୁନ ଛୁରୀ ଭୂଷି ଏଭଳି କାଣ୍ଡ କରିଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ଲୋକେ ପପୁନକୁ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଅଭିଯୁକ୍ତ ପପୁନକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।
Mar 15,2025, 20:38 PM IST
Odisha News: ଆସିକା ଥାନା ପୋଲିସ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ
Odisha News: ପରିବାର ର ସମସ୍ତ ଙ୍କୁ ଗିରଫ କରାଯିବ ବୋଲି କହିଥିବା ଅଭିଯୋଗ ଆଣିଛନ୍ତି ନକ୍ଷେତ୍ରମାଳା ଙ୍କ ପରିବାର। ତାଙ୍କ ବୃଦ୍ଧ ଶଶୁର ଅପସ୍ମାର ରୋଗରେ ପିଡୀତ ଥିବା ସତ୍ବେ ଦିନ ୧୨ ଟା ରୁ ରାତି ୧୧ ଘଣ୍ଟ ପର୍ଯ୍ୟନ୍ତ ଥାନାରେ ଅଟକ ରଖି ମାନସିକ ଯନ୍ତ୍ରଣା ଦେଇଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତି ଥାନାରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବା ତ ଦୁରର କଥା ଓଲଟା ନିର୍ଦ୍ଧୋଷୀକୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନକ୍ଷେତ୍ରମାଳା ମିଶ୍ରଙ୍କ ପରିବାର ପ୍ରତି ପୋଲିସ ଅନ୍ୟାୟ କରିଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।
Dec 26,2024, 19:06 PM IST
odisha news: ଅପହରଣର ତିନିଦିନ ପରେ ଉଦ୍ଧାର ହେଲା ଯୁବକ, ଦୁଇ ଗିରଫ
ଗଜପତି (ପ୍ରେମାନନ୍ଦ ପୂଜାରୀ): ଅପହରଣର ତିନି ଦିନ ପରେ ଅପହୃତାକୁ ଉଦ୍ଧାର କରିଛି ପୋଲିସ। ଗାଁରୁ ଲୋଭରେ ଡାକିଲେ, ସେଠାରେ ଅପହରଣ ଯୁବକ କୁ ନିର୍ଧୁମ ଛେଚିଲେ। ହେଲେ ଥାନାରେ ଅଭିଯୋଗ ପରେ ପୋଲିସ ଯୁବକକୁ ଉଦ୍ଧାର କରିବା ସହିତ ଅପହରଣକାରୀଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମରେ।
Dec 10,2024, 18:59 PM IST
Subhadra Yojana
Subhadra Yojana: ସୁଭଦ୍ରା ଟଙ୍କା ନ ମିଳିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଖୁଣ୍ଟରେ ବାନ୍ଧିଲେ ମହିଳ
Odisha News: ସୁଭଦ୍ରା ଟଙ୍କା ନ ମିଳିବାରୁ ଅଙ୍ଗନବାଡ଼ି କର୍ମୀ ଙ୍କୁ ଖୁଣ୍ଟରେ ବାନ୍ଧିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ରାଜରାସ୍ତା ଉପରେ ବସିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସରକାର ଯଥା ଶିଘ୍ର ସୁଭଦ୍ରା ଟଙ୍କା ପ୍ରଦାନ କରନ୍ତୁ ବୋଲି ଏକା ଜିଦ୍ ରେ ଅଟଳ ରହିଲେ ଶତାଧିକ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।
Dec 6,2024, 10:39 AM IST
Odisha News: ନିଜ ସ୍ବାମୀକୁ ଘରେ ତାଲା ପକାଇ ଆଠ ଦିନ ହେଲା ଫେରାର ସ୍ତ୍ରୀ
Odisha News: ରହୁଥିବା ନିଜ ସ୍ବାମୀ କସ୍ତାନ୍ତିନ ପରିଛା ଙ୍କୁ ଦୀର୍ଘ ଆଠ ଦିନ ଧରି ଏକ ବନ୍ଦ କୋଠରୀରେ ଚାବି ପକାଇ ରଖିଥିଲା ସ୍ତ୍ରୀ ପ୍ରାଣ ରଞ୍ଜନୀ ପରିଛା। କୌଣସି କାରଣ ବଶତଃ ନିଜ ସ୍ୱାମୀକୁ ଘରେ ବନ୍ଦୀ କରି ରଖିଥିଲେ। ବନ୍ଦୀ କିସ୍ତାନ୍ତିନଙ୍କୁ ତାଙ୍କ ବଡ଼ ଭାଇ ଦେଖିବା ପାଇଁ ଆସିଥିବା ବେଳେ ଘରେ ବନ୍ଦୀ କରି ତାଲା ପକାଇ ରଖିଥିବା ଦେଖିବାକୁ ପାଇଥିଲେ। ଯାହା ଫଳରେ ବଡ଼ ଭାଇ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ଅଡବା ପୋଲିସକୁ ସହଯୋଗ ପାଇଁ ନିବେଦନ କରିଥିଲେ।
Nov 24,2024, 11:53 AM IST
Odisha News: ଦିନ ମଜୁରିଆରୁ ପ୍ରଶାସନିକ ଅଧିକାରୀ, ଆପଣଙ୍କୁ ପ୍ରେରଣା ଦେବ ଏହି କାହାଣୀ
ବ୍ରହ୍ମପୁର: ଆପଣମାନେ ପରଦାରେ 12th Fail ନାମକ ଏକ ସିନେମା ଦେଖିଥିବେ। ଜଣେ ଯୁବକ ଜୀବନର କଷାଘାତରେ ପଡ଼ି ସଂଘର୍ଷ କରି ଶେଷ ପ୍ରଶାସନିକ ଅଧିକାରୀ ହେଉଛି। ସିନେମାଟିର କାହାଣୀ ଏକ ସତ୍ୟ ଘଟଣାକୁ ନେଇ ଗତିଶୀଳ। ଠିକ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାରେ। ଓଡ଼ିଶାର ଭଞ୍ଜନଗର ଅଞ୍ଚଳରୁ ଆସିଛି ଏହି କାହାଣୀ। ପରିବାରର ଆର୍ଥିକ ସ୍ୱଚ୍ଛଳ ପାଇ
Oct 28,2024, 14:45 PM IST
Odisha News: କୂଳ ଲଘୁଛି ସମୁଦ୍ର, ୩ ଗାଁ ଲୀନ ହେବା ଆଶଙ୍କା
ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲି ଗ୍ରାମବାସୀଙ୍କ ପାଇଁ ଜେମିତି ଅଭିଶପ୍ତ ପାଲଟିଛି ଗୋପାଳପୁର ବନ୍ଦର। ବନ୍ଦରର ଦକ୍ଷିଣ ଦିଗରେ ବ୍ୟାରେଜ ନିର୍ମାଣ ହେବା ପରଠାରୁ ସମୁଦ୍ର ଗର୍ଭରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୩ ଖଣ୍ଡ ଗ୍ରାମ ସମୂଦ୍ରଗର୍ଭରେ ଲୀନ ହେବାକୁ ବସିଥିବା ଅଭିଯୋଗ ହୋଇଛି।
Oct 20,2024, 7:26 AM IST
Odia News
ବାଣ ତିଆରି ବେଳେ ବିସ୍ଫୋରଣ, ୫ ଆହତ
ଦୀପାବଳିରେ ବିକ୍ରି କରିବା ଉଦ୍ଦେଶ୍ୟରେ ମାଣିକପୁର ଗ୍ରାମର ନୁଆସାହିର ଏକ ଟିଣ ଛପର ଘରେ ୧୦ମ ଶ୍ରେଣୀର ୫ ଜଣ ଛାତ୍ର ସୁତିଲି ବାଣ ପ୍ରସ୍ତୁତ କରୁଥିଲେ । ବାଣ ଭିଡୁଥିବା ବେଳେ ସାମାନ୍ୟ ଅସାବଧାନତା ଯୋଗୁଁ ବିସ୍ଫୋରଣ ଘଟିଥିଲା ।
Oct 19,2024, 20:04 PM IST
road accident
Road Accident: ସମରଝୋଳ ଛକରେ ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ
Road Accident: ଗଞ୍ଜାମ ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସକୁ ଧକ୍କା ଦେଲା ତେଲ ଟ୍ୟାଙ୍କର। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏବଂ ୨୦ ଜଣ ଆହତ ହୋଇଛନ୍ତି।
Aug 22,2024, 8:54 AM IST
government schemes
Gajpati news : ୨୫ ବର୍ଷର ସରକାର ଦେଇପାରିଲାନି ଅଙ୍ଗନବାଡ଼ି ଘର
Development of government lies : ଗତ ନବୀନ ସରକାରଙ୍କ ୨୫ ବର୍ଷ ଶାସନ ସମୟରେ ଗଜପତିର ବିକାଶ କେବଳ କାଗଜ କଲମରେ ସୀମିତ ହୋଇ ରହିଛି।ଜିଲ୍ଲାରେ ୮୪ ଟି ଅଙ୍ଗନବାଡ଼ି ଅଛି ହେଲେ ପାଠ ପଢିବାକୁ ଘରଟିଏ ନାହିଁ। ନବୀନ ସରକାରଙ୍କ ବିକାଶର ଡିଣ୍ଡିମକୁ ପ୍ରଶ୍ନ କରୁଛି।
Jul 24,2024, 11:43 AM IST
Rathyatra2024
Rathyatra2024: ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାରେ ଅନନ୍ୟ ପରମ୍ପରାରେ ରଥଯାତ୍ରା
ଗଜପତି: ଗଙ୍ଗବଂଶୀୟ ପ୍ରାରମ୍ଭ ରାଜତ୍ୱ କାଳରୁ ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ହୋଇଆସୁଛି। ସେହି ସମୟ ଠାରୁ ପାରଳା ରଥଯାତ୍ରାକୁ ଓଡିଶାର ଦ୍ଵିତୀୟ ତଥା ଦକ୍ଷିଣ ଓଡ଼ିଶା ର ଶ୍ରୀକ୍ଷେତ୍ର ବୋଲି ପ୍ରସିଦ୍ଧି ରହିଆସିଛି। ପୃଥିବୀ ପ୍ରସିଦ୍ଧ ପୁରୀ ରଥଯାତ୍ରା ଭଳି ପାରଳାଖେମୁଣ୍ଡି ରଥଯାତ୍ରା ଅବିକଳ ନୀତିନିୟମରେ ବହୁ ପ୍ରାଚୀନ କାଳରୁ ଆଜି ପର୍ଯ
Jul 7,2024, 14:34 PM IST
Odisha News: ଲେଖି ଜାଣିନଥିବା ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ କୋର୍ଟ
ମୋହନା: ସ୍ବାକ୍ଷର ଜଣାନଥିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଭାବେ ବିବେଚିତ ହୋଇଛନ୍ତି। ଆଜି ଏଭଳି ଏକ ମାମଲାର ରାୟ ପ୍ରକାଶର ଶୁଣାଣି ହୋଇଛି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ। ରାୟ ଆଧାରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମପଞ୍ଚାୟତର କାର୍ଯ୍ୟରତ ସରପଞ୍ଚ କନକ ଲତା ପାଲଙ୍କୁ ଅଯୋଗ୍ୟ ଭାବେ ଘୋଷଣା କରିଛନ୍ତି ମାନ୍ୟବର ଅଦାଲତ।
Jul 3,2024, 22:50 PM IST
electricity department
Electricity Department: ବିଦ୍ୟୁତ୍ ବିଭାଗୀୟ ଭିଜିଲାନ୍ସ ତନଖି କରିବାକୁ ଯାଇ ହଟହଟା
ଦିଗପହଣ୍ଡି : ଶୁକ୍ରବାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଚୌଧୁରୀ ଟିକରପଡା ଗ୍ରାମରେ ମିଟର ତନଖି ବେଳେ ବିଦ୍ୟୁତ ଭିଜିଲାନ୍ସ ଟିମକୁ ଗ୍ରାମବାସୀ ବିରୋଧ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ବିଦ୍ୟୁତ ଭିଜିଲାନ୍ସ ଟିମ ମଧ୍ଯରେ ଖଣ୍ଡଯୁଦ୍ଧ ହୋଇଥିଲା। ଗ୍ରାମରେ ବିଦ୍ୟୁତ ଚୋରି ହେଉଥିବା ଖବର ଖବର ପାଇ ପ୍ରାୟ ୫୦ ଜଣିଆ ବିଦ୍ୟୁତ ଭିଜିଲାନ୍ସ ଟ
Jun 30,2024, 13:13 PM IST
Odisha News: ବିକାଶ ଠୁ ବହୁ ଦୂରରେ ଗଜପତିର ବାରୁସିଂ ଗ୍ରାମ, ମିଳୁନି ମୌଳିକ ସୁବିଧା
Odisha News: ଏହାଛଡ଼ା ବିଭିନ୍ନ ସରକାରୀ ବିଭାଗ ମଧ୍ୟ କାମ କରୁଥିବା ବେଳେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି. ଏହି ବ୍ଲକର ବାରୁସିଂ ଗ୍ରାମବାସୀଙ୍କ ପାଇଁ ବିକାଶ ପାଲଟିଛି ସାତସପନ. ଏମାନଙ୍କ ପାଇଁ ରାସ୍ତା ଏବଂ ପିଇବା ପାଣି ମୁଖ୍ୟ ସମସ୍ୟା ହୋଇରହିଛି. ଗ୍ରାମ ଠାରୁ 5 କିମି ଦୂରରେ ଥିବା ଏକ କୂଅ ଓ ପାହାଡ଼ର ନାଳ ପିଇବା ପାଣି ପାଇଁ ଏକମାତ୍ର ଭରସା ଅଟେ।
Jun 29,2024, 14:43 PM IST
Odisha News: ପାରଳାଖେମୁଣ୍ଡି ରଥଯାତ୍ରା କମିଟିର ଅଜବ ନୀତି, ଅନ୍ନଭୋଗ କମିଟିରେ ମୃତବ୍ୟକ୍ତିଙ୍କୁ
Odisha News: ପାରଳାଖେମୁଣ୍ଡି ରଥଯାତ୍ରା ପାଳନ କମିଟିର ଅଜବ ନୀତି । ଏହି ନୀତି ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରଥଯାତ୍ରା ପାଳନ ଅବସରରେ ଅନ୍ନଭୋଗ କମିଟିରେ ଜଣେ ମୃତ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ କିପରି ରଖାଗଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Jun 29,2024, 13:51 PM IST
Odisha News: ବର୍ଷା ଅଭାବରୁ ଗଜା ମରୁଡି ସ୍ଥିତି, ଚିନ୍ତାରେ ଚାଷୀ
Odisha News: ଦକ୍ଷିଣ ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଗଜା ମରୁଡି ସ୍ଥିତି ସୃଷ୍ଟି ହୋଇଛି। ଏନେଇ ଚାଷୀକୂଳ ହତାଶ ହୋଇପଡିଛି।...
Jun 29,2024, 11:05 AM IST
ଏଏନ୍ଏମଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ ଅଭିଯୋଗ ବିପିଏମଙ୍କ ବିରୋଧରେ ଥାନାରେ ଏତଲା
Odisha News: ସୁବର୍ଣ୍ଣଗିରି ଡାକ୍ତରଖାନାରେ କାର୍ଯ୍ୟରତ ବିପିଏମ୍ ଶାନ୍ତନୁ ସାହୁ ଏଏନ୍ଏମ୍ ପୁଷ୍ପାଞ୍ଜଳୀଙ୍କୁ ପଛରୁ ଡାକି ଜାତିଆଣ ଆକ୍ଷେପ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏଥିସହିତ ତତେ ମୁଁ ଏଠୁ ବଦଳି କରିଛି ଏବଂ ସୁବର୍ଣ୍ଣଗିରି ଡାକ୍ତରଖାନାରେ କାର୍ଯ୍ୟରତ ତୋ ପୁଅକୁ ମାଓବାଦୀ ଲଗେଇ ଉଡେଇ ଦେବି ବୋଲି ସମ୍ପୃକ୍ତ ବିପିଏମ୍ ଶାନ୍ତନୁ ସାହୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୁଷ୍ପାଞ୍ଜଳି ଦିଗାଳ।
Jun 27,2024, 15:35 PM IST
Odisha News: ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
Odisha News: ସ୍କୁଲକୁ ଯାଇଥିଲେ ପାଠ ପଢ଼ିବାକୁ, ହେଲେ ଘରକୁ ଫେରିଲା ଝିଅର ମର ଶରୀର। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟରେ । ସୂଚନା ଅନୁସାରେ, ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ରହି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ କୁଟିକିଆ ଗ୍ରାମ ପଞ୍ଚାୟତର ସରୁକୁଇ ଗ୍ରାମର ଆଦିବାସୀ ଛାତ୍ରୀ ମିତା ମଲ୍ଲିକ ।
Jun 27,2024, 13:24 PM IST
Odisha News: ଅଟକାଇ ପାରିଲାନି ଦାରିଦ୍ରତା, ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ପୁଅ
Odisha News: ମନରେ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ। ଆଉ ଏହାକୁ ପ୍ରମାଣିତ କରିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ପଞ୍ଚାୟତ ଡୁମିଗୁଡ଼ା ଗାଁର ଗରିବ ଆଦିବାସୀ ପୁଅ ନିର ମଲ୍ଲିକ। ଚଳିତ ବର୍ଷ ନିଟ୍ ରେ ୪୧୫ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Jun 27,2024, 12:51 PM IST
Accident News
Accident News: ଷ୍ଟଣ୍ଟ ଦେଖାଇବା ହେଲା କାଳ, ଜଣେ ମୃତ, ଜଣେ ଗୁରୁତର
Accident News: ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ମୋଟରସାଇକେଲ ଚାଳକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଲଙ୍କାଗଡ଼ ଅଞ୍ଚଳର ଜନ ନାୟକ ହୋଇଥିବା ବେଳେ ଗୁରୁତର ଆହତ ବ୍ୟକ୍ତି ଜଣକ ତୁମୁଡ଼ିବନ୍ଧର ଗଜପତି ସାହୁ ହୋଇଥିବା ଜଣାପଡ଼ିଛି।
Jun 27,2024, 12:38 PM IST
ଆଦିବାସୀଙ୍କୁ ରୋଜଗାରର ରାହା ଦେଖାଉଥିବା ଆମ୍ବ ଟାଙ୍କୁର ଅଭାବୀ ବିକ୍ରି
Odisha News: କୁଲି ମୁଲ ଲାଗି ପରିବାର ପ୍ରତିପୋଷଣ କରିଆସୁଥିବା ଗରିବ ଶ୍ରେଣୀର ଲୋକେ କିନ୍ତୁ ବର୍ତ୍ତମାନ ସମୟରେ କାମଧନ୍ଦା ନପାଇ ଆମ୍ବ ଟାକୁଆରୁ ଫଟାଇ ସେଥିରୁ କୋଇଲି ବାହାର କରି ଶୁଖାଇ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରୀ କରି ଦି ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ ଦିଗରେ ଲାଗିପଡିଛନ୍ତି ଅଞ୍ଚଳବାସୀ ।
Jun 25,2024, 12:09 PM IST
Odisha News: ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁ ରେ ପହଞ୍ଚିଲା ମର ଶରୀର
Odisha News: ଘରେ ରୋଜଗାର କରିବା ପାଇଁ ଏକ ମାତ୍ର ସାହା ରହିଥିଲା ସୁଭେନ ମାଳି। ହେଲେ ଦଇବ ସାଜିଲା ଦାଉ। କେରଳରେ ପହଞ୍ଚି ଏକ ଘରୋଇ କମ୍ପାନୀ ରେ କାମ କରୁଥିବା ସମୟରେ ହଟାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ଯାହା ଫଳରେ ସେଠାରେ ଚିକିତ୍ସା କରି ଗାଁକୁ ଟ୍ରେନ୍ ରେ ଆସୁଥିଲେ। ଆସିବା ସମୟରେ ବିଜୟୱାଡ଼ା ରେଳ ଷ୍ଟେସନ ନିକଟରେ ସୋଇଥିବା ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
Jun 20,2024, 8:57 AM IST
Odisha News: ପାଞ୍ଚ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
Odisha News: କାଜୁ ତୋଟାରେ ଗଛିତ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କଲା ପୋଲିସ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଛିପଙ୍କା ନିକଟସ୍ଥ କାଜୁ ତୋଟାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ।
Jun 17,2024, 21:41 PM IST
Odisha News: ଭାଲିଆଗଣି ହତ୍ୟାକାଣ୍ଡ ଘଟଣାରେ ଜଣେ ଗିରଫ, ଦୁଇଟି ଦେଶୀ ବନ୍ଧୁକ ଜବତ
Odisha News: ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ର ପର୍ଦ୍ଦାଫାସ୍ କରିଛି ପୋଲିସ୍। ହତ୍ୟାକାଣ୍ଡ ରେ ସମ୍ପୃକ୍ତ ହତ୍ୟାକାରୀ କୁ ଗିରଫ କରାଯିବା ସହ ତାଠାରୁ ବେଆଇନ ଭାବେ ବ୍ୟବହୃତ ଦେଶୀ ବନ୍ଧୁକ କୁ ଜବତ କରାଯାଇଛି । ଘଟଣା ପରେ ମୃତ କୈଳାସ ଙ୍କ ଘରୁ ଆଉ ଏକ ଦେଶୀ ବନ୍ଧୁକ କୁ ମଧ୍ୟ ଜବତ କରାଯାଇଥିବା ବେଳେ ମୋଟ ଦୁଇଟି ଦେଶି ବନ୍ଧୁକ ଜବତ କରାଯାଇଛି ।
Jun 17,2024, 20:02 PM IST
Odisha News: ମୋହନା ଓ ଆର.ଉଦୟଗିରି ରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ
Odisha News: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲାଣ। ପୋଲିସ୍ ଓ ଅବାକରୀ ବିଭାଗକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଉଛନ୍ତି ଗଞ୍ଜେଇ ମାଫିଆ। ମୋହନା ଓ ଆର.ଉଦୟଗିରି ଥାନା ଅଂଚଳରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ। ଚାଲାଣରେ ସମ୍ପୃକ୍ତ ୩ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଘଟଣା ସ୍ଥଳରୁ ପୋଲିସ୍ ଏକ କଣ୍ଟେନର ଓ ଦୁଇଟି କାର ଜବତ କରିଛି ।
Jun 10,2024, 14:14 PM IST
Odisha News: ରାଜ ରାସ୍ତା ପ୍ରଶସ୍ତିକରଣ କରଣ ହେଉଛି, ହେଲେ କମୁନି ଦୁର୍ଘଟଣା
Odisha News: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ଠାରୁ ଚାନ୍ଦିପୁଟ ଦେଇ ସଂଯୋଗ କରୁଥିବା ବ୍ରହ୍ମପୁର ପାରଳାଖେମୁଣ୍ଡି ପୁର୍ତ୍ତବିଭାଗ ରାଜରାସ୍ତାର ପ୍ରସସ୍ଥିକରଣ ଚାଲିଛି । ଦୀର୍ଘ ବର୍ଷ ବର୍ଷ ଧରି ଖାଲଖମା ଓ ଅଣ ଓସାରିଆ ଭାବେ ପଡି ରହିଥିବା ୧୩ କିମି ର ଉକ୍ତ ରାସ୍ତା ରେ ଅନେକଙ୍କ ଦୁର୍ଘଟଣା ର ଶିକାର ହୋଇ ବହୁ ଧନଜୀବନ ହାନି ଘଟିଚାଲିଛି ।
Jun 10,2024, 12:53 PM IST
Odisha News: ୧୦ ଟଙ୍କିଆ ଟାଟା ଗ୍ଳୁକୋ ଥଣ୍ଡା ପାନୀୟରେ କଣ୍ଡୋମ୍
Odisha News: ଏଭଳି ପରିସ୍ଥିତିରେ ଜନସାଧାରଣ ଥଣ୍ଡାପାନୀୟ ଜଳ ବ୍ୟବହାର ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ଅପରପକ୍ଷରେ ଏଭଳି ନକଲୀ ସାମଗ୍ରୀ କୁ ବଜାର ରେ ପ୍ରାଦୃଭାବ ଯୋଗୁଁ ଦୂଷିତ ହେଉଛି ପରିବେଶ। ଏବଂ ସାଧାରଣତଃ ଲୋକଙ୍କ ସ୍ବାସ୍ଥ୍ୟକୁ କ୍ଷତିକାରକ ବୋଲି କହିବା ସହ ଖାଦ୍ୟା ସୁରକ୍ଷା ଯାଞ୍ଚ ଅଧିକାରୀ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
May 29,2024, 13:15 PM IST
Odisha News: ଗୁଣିଆ ସନ୍ଦେହ କରି ଏକ ପରିବାରକୁ ତଡି଼ଲେ ଗାଁଲୋକେ, ଥାନାରେ ମାମଲା
Odisha News: ଗୁଣିଗାରେଡ଼ି ସନ୍ଦେହକୁ କେନ୍ଦ୍ର କରି ଗୋଟିଏ ପରିବାର ଗାଁ ଛାଡି ବେସାହାରା ପାଲଟିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଅର୍ନ୍ତଗତ ରାଜଖମା ଗ୍ରାମରେ।
May 23,2024, 19:58 PM IST
car festival
Odisha News: ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
Odisha News: ଏହି ପ୍ରସ୍ତୁତି ବୈଠକରେ ପ୍ରଥମେ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି ପୂର୍ବ ବର୍ଷର ଆଦାୟ ଓ ଖର୍ଚ୍ଚ ବିଷୟରେ ବିବରଣୀ ପାଠ କରି କହିଥିଲେ ଗତ ଥର ସମସ୍ତଙ୍କ ସହଯୋଗରେ ଅତ୍ୟନ୍ତ ସଫଳତାର ସହ ରଥ ଯାତ୍ରା ଏବଂ ଯାତ୍ରା ସହ ସମ୍ପୃକ୍ତ ଥିବା ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା ବୋଲି କହିଥିଲେ। ପରେ ପରେ ରଥ ନିର୍ମାଣ ଓ ମରାମତି ସମ୍ପର୍କରେ ସବିଶେଷ ଭାବେ ଆଲୋଚନା ହୋଇଥିଲା । ଏଥିନିମନ୍ତେ କେଉଁ ଠାରୁ କାଠ ଆସିବ ଏବଂ କେତେ ପରିମାଣର ନୂତନ କାଠ ଆବଶ୍ୟକ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
May 22,2024, 18:18 PM IST
Odisha News: ଜିଲ୍ଲାର ୨ଟି ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟ
Odisha News: ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀ, ମହିଳାସଂଘ ସଦସ୍ୟା ଏବଂ ଗାନ୍ଧୀ ଫେଲୋଙ୍କ ମିଳିତ ସହଯୋଗରେ ଘରେ ଘରେ ସର୍ଭେ କରି ୬ -୧୮ ବର୍ଷ ବୟସ ଶିଶୁଙ୍କର ଡ୍ରପ ଆଉଟ ଡାଟା ଆଣି ତାଲିକା ପ୍ରସ୍ତୁତ କରାଯିବ । ସର୍ଭେ ସମୟରେ ସରକାରୀ ବିଦ୍ୟାଳୟରେ ପଢୁଥିଲେ ଛାତ୍ରମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ଗୁଡିକ ତଥା ପ୍ରାକ ଛାତ୍ର ବୃତ୍ତି, ମାଧ୍ୟାହ୍ନ ଭୋଜନ, ଉନିଫୋର୍ମ, ସ୍ମାର୍ଟକ୍ଳାସ ଶିକ୍ଷାଦାନ, ମାଗଣା ପାଠ୍ୟ ପୁସ୍ତକ, ପାଠାଗାର ବ୍ୟବସ୍ଥା, ଆବାସିକ ବିଦ୍ୟାଳୟ ବ୍ୟବସ୍ଥା ଆଦିର ବିବରଣୀ ବିସ୍ତୃତ ଭାବେ ପରିବାରରେ ଥିବା ଡ୍ରପ ଆଉଟ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ପ୍ରଦାନ କରାଯିବା ସହ ସ୍କୁଲରେ ପୁନଃ ଉପସ୍ଥାନ ବଢାଇବାପାଇଁ ପ୍ରୋତ୍ସାହିତ କରାଯାଉଛି।
May 22,2024, 13:06 PM IST
Odisha News: ଆବର୍ଜନା କୁଣ୍ଡ ପାଲଟିଗଲା ପାନୀୟ ଜଳ ଯୋଗାଣର ଉତ୍ସ
Odisha News: ଗାଁ ରେ ଆବର୍ଜନା କୁଣ୍ଡ ନିର୍ମାଣ ପାଇଁ ଗାଁ କଲ୍ୟାଣ ସମିତି ପକ୍ଷରୁ ତିନୋଟି ସିମେଣ୍ଟ କୁଣ୍ଡ ଆସିଥିଲା , ତାହାକୁ ନେଇ ନବନିର୍ମିତ ଚୁଆଁରେ ବ୍ୟବହାର କରିଛନ୍ତି ଗ୍ରାମବାସୀ। ଯାହାଫଳରେ ଉକ୍ତ ଚୁଆଁ ଏବେ କୁପ ସଦୃଶ ଦୃଶ୍ୟମାନ ହେଉଥିଲେ ମଧ୍ୟ ସେହି ଦୂଷିତ ଜଳକୁ ଗ୍ରାମବାସୀ ନିତ୍ୟ ବ୍ୟବହାର କରିଆସୁଛନ୍ତି। ଗ୍ରାମକୁ ସଂଯୁକ୍ତ ରାସ୍ତା ଖାଲଖମା ଓ ପଥୁରିଆ ହୋଇ ରହିଛି, ପାଣିର ଘୋର ଅଭାବ, ଗୁହାରି ଶୁଣିବାକୁ କିଏ ନାହିଁ। ବାରମ୍ବାର ସମସ୍ୟା ନେଇ ଶିକୁଳିପଦର ପଞ୍ଚାୟତର ସରପଞ୍ଚଙ୍କ ସମେତ ମୋହନା ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଜଣାଇଆସୁଛନ୍ତି ଧନୁପୋତା ଗ୍ରାମବାସୀ।
May 19,2024, 6:13 AM IST
odisha election 2024
Odisha Election 2024: ପ୍ରଚାର ପାଇଁ ଯାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦାସରଥି ଗମାଙ୍ଗୋଙ୍କୁ ଘ
Odisha Election 2024: ଦିନ କେଇଟା ପରେ ନିର୍ବାଚନ। ଏନେଇ ଭୋଟରଙ୍କୁ ମନେଇବା ପାଇଁ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ। ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାସରଥି ଗମାଙ୍ଗୋ ଭୋଟ ପ୍ରଚାର ବେଳେ ଅଞ୍ଚଳବାସୀ ଘେରିବା ସହ ପାଞ୍ଚ ବର୍ଷର ଉନ୍ନତି ହିସାବକୁ ନେଇ ବିଭିନ୍ନ ପ୍ରଶ୍ନ କରି ଘାଇଲା କରିଛନ୍ତି। ବିଧାୟକ ଦାସରଥି ଗମାଙ୍ଗୋ ପୂର୍ବରୁ କଂଗ୍ରେସ ଦଳରୁ ଭୋଟ ପାଇ ବିଧାୟକ ହୋଇଥିଲେ ।
May 9,2024, 20:18 PM IST
ବିଜେଡି ଉପରେ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କହିଲେ...
Odisha Election 2024: ରାୟଗଡା ବାରିଝୋଲା ସ୍ଥିତ ଜେଏସକୋ ପଡିଆରେ ଆୟୋଜିତ ବିଜେପିର ବିଶାଳ ନିର୍ବାଚନୀ ପ୍ରଚାର ଆୟୋଜିତ ହୋଇଛି । ବିଜେପିର ଏହି ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଯୋଗ ଦେଇ କଂଗ୍ରେସ ଓ ବିଜେଡି ସରକାର ଉପରେ ବର୍ଷିଛନ୍ତି ।
May 9,2024, 13:07 PM IST
Odisha News: ଆସନ୍ତା ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Odisha News: ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ଏକ "ସାମ୍ବାଦିକ ସମ୍ମିଳନୀ" ଗାନ୍ଧୀ ନଗର ସ୍ଥିତ ମିଡିଆ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏ
May 3,2024, 9:06 AM IST
Pradeep Panigrahi
ରାଜ୍ୟ ସରକାର ଏବଂ ପାଣ୍ଡିଆନଙ୍କ ଉପରେ ପ୍ରବଳ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ
Odisha Election 2024:ରାଜ୍ୟ ସରକାର ଏବଂ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଉପରେ ପ୍ରବଳ ବର୍ସିଲେ ପ୍ରଦୀପ ପାଣିଗ୍ରାହୀ। ପାଣିଗ୍ରାହି କହିଥିଲେ ପାଣ୍ଡିଆନ ଚୋର ତସ୍କର୍ ଓ ଓଡ଼ିଶାକୁ ଲୁଟୁଛନ୍ତି ତାକୁ ଓଡ଼ିଶାରୁ ଆଉଟ୍ କରିବା ପାଇଁ କହିଥିଲେ। ପରବର୍ତ୍ତୀ ସମୟରେ ମୋହନା ଅଧୀନରେ ଥିବା ଲୁହାଗୁଡ଼ି,ଅଡବା,ଚନ୍ଦ୍ରଗିରି,ଚାନ୍ଦିପୁଟ, ମହେନ୍ଦ୍ରଗଡ ଓ ରାମଗିରି ଭଳି ବିଭିନ୍ନ ସ୍ଥାନକୁ ବାଇକ ରାଲି ମାଧ୍ୟମରେ ପ୍ରଚାର କରିଛନ୍ତି।
May 2,2024, 13:59 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.