ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।
Journalist
Vitamin D deficiency
ଭିଟାମିନ୍ ଡି ଅଭାବରୁ ଶରୀରରେ ଏହି ଅଂଶ ହୁଏ ସବୁଠାରୁ ଅଧିକ ପ୍ରଭାବିତ, ଜାଣନ୍ତୁ ଲକ୍ଷଣ
Vitamin D Deficiency: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶରୀରରେ କୌଣସି ଜରୁରୀ ପୋଷକ ତତ୍ତ୍ୱର ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି କାରଣରୁ ଡାକ୍ତରମାନେ ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଯୋଜନା ଅନୁସରଣ କରିବାକୁ ପରାମର୍ଶ ଦିଅନ୍ତି।
Aug 9,2025, 23:02 PM IST
bhubaneswar news
ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ; ୫ ଗିରଫ
Bhubaneswar Bike Theft Gang Busted: ଗାଡ଼ି ଚୋରି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଶନିବାର ଦିନ ସହର ସାରା ମୋଟରସାଇକେଲ ଚୋରି ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ଏବଂ ୧୫ଟି ଚୋରି ବାଇକ୍ ଉଦ୍ଧାର କରିଛି।
Aug 9,2025, 22:24 PM IST
Top 10 news
୩୩୪ ରାଜନୈତିକ ଦଳର ମାନ୍ୟତାକୁ ବାତିଲା କଲା EC, ସୁଭଦ୍ରା ଟଙ୍କା ହେଲା ଟ୍ରାନ୍ସଫର, ୧୦ ବଡ଼ ଖବର
Top 10 News Headlines: ବିହାର ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ୩୩୪ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ପଞ୍ଜିକୃତ ତାଲିକାରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Aug 9,2025, 22:00 PM IST
Khan Sir Viral Video
ଖାନ ସାର୍ ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ହଜାର ହଜାର ଝିଅ, ହାତ ଟେକିବାକୁ ସାହାଯ୍ୟ ଲୋଡିଲେ...
Khan Sir Rakhi Viral Video: ରକ୍ଷା ବନ୍ଧନରେ ବିହାରର ପ୍ରସିଦ୍ଧ ଶିକ୍ଷକ ଖାନ ସାର୍ ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି। ହଜାର ହଜାର ଛାତ୍ରୀ ଖାନ ସାର୍ ଙ୍କୁ ଶନିବାର ରାକ୍ଷୀ ବାନ୍ଧିଥିଲେ। ଏହାରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ରେ ଖାନ ସାର୍ ହାତ ଉଠାଇବା ପାଇଁ କାହାଠାରୁ ସାହାଯ୍ୟ ନେବାକୁ ପଡିବ ବୋଲି କହୁଥିବା ନଜର ଆସୁଛନ୍ତି। ଏଠାରେ ଦେଖନ୍ତୁ ପୂରା ଭିଡିଓ...
Aug 9,2025, 21:00 PM IST
Vande Bharat Express
ଓଡ଼ିଶାକୁ ଖୁବ୍ଶୀଘ୍ର ମିଳିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍!
Vande Bharat Express: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଘୋଷଣା କରିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଖୁବ୍ ଶୀଘ୍ର କୋରାପୁଟ ଜିଲ୍ଲାର ଜୟପୁରକୁ ଭୁବନେଶ୍ୱର ସହିତ ସଂଯୋଗ କରିବ।
Aug 9,2025, 20:01 PM IST
Horoscope 10 August 2025
୧୦ ଅଗଷ୍ଟରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 10 August 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୦ ଅଗଷ୍ଟ ୨୦୨୫ ହେଉଛି ରବିବାର। ହିନ୍ଦୁ ଧର୍ମରେ ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୧୦ ଅଗଷ୍ଟ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Aug 9,2025, 19:03 PM IST
Navy recruitment
ନୌସେନାରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ୧ ଲକ୍ଷ ଟଙ୍କା ଉପରେ ମିଳିବ ଦରମା
Indian Navy Recruitment 2025: ଭାରତୀୟ ନୌସେନା ସର୍ଟ ସର୍ଭିସ କମିଶନ (SSC) ଅଧିକାରୀ ନିଯୁକ୍ତି ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ୯ ଅଗଷ୍ଟରୁ ଅଫିସିଆଲ୍ ୱେବସାଇଟ୍ joinindiannavy.gov.in ରେ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧ ସେପ୍ଟେମ୍ବର ୨୦୨୫ ରହିଛି।
Aug 9,2025, 17:37 PM IST
Indian railways
ରେଳବାଇ କଲା ବଡ଼ ଘୋଷଣା, ଟ୍ରେନ୍ ଟିକେଟରେ ମିଳିବ ୨୦% ପର୍ଯ୍ୟନ୍ତ ରିହାତି
Train Ticket Discount: ରେଳବାଇ ଅନୁଯାୟୀ ଯଦି ଜଣେ ଯାତ୍ରୀ ରାଉଣ୍ଡ ଟ୍ରିପ୍ ଟିକେଟ୍ ବୁକ୍ କରନ୍ତି ତେବେ ତାଙ୍କୁ ୨୦ ପ୍ରତିଶତ ରିହାତି ମିଳିବ। ପାର୍ବଣ ସିଜନରେ ଟ୍ରେନରେ ପ୍ରବଳ ଭିଡ଼ ଏବଂ ଟିକେଟ୍ ପାଇଁ ଭିଡ଼କୁ ରୋକିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି।
Aug 9,2025, 16:48 PM IST
Raksha Bandhan 2025
ସ୍କୁଲ ଛାତ୍ରୀ ମାନଙ୍କ ସହ ରକ୍ଷାବନ୍ଧନ ପାଳିଲେ ପିଏମ୍ ମୋଦୀ, ଦେଖନ୍ତୁ କିଛି ହୃଦୟସ୍ପର୍ଶୀ ଫଟୋ
PM Modi Celebrates Raksha Bandhan 2025: ଶନିବାର ସାରା ଦେଶରେ ରକ୍ଷା ବନ୍ଧନ ପର୍ବ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଠାରେ ବିଭିନ୍ନ ସ୍କୁଲର ଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିଥିଲେ।
Aug 9,2025, 16:08 PM IST
operation sindoor
ଅପରେସନ ସିନ୍ଦୂର ସମୟରେ ଭାରତ ଖସାଇଥିଲା ୫ଟି ପାକିସ୍ତାନୀ ଲଢ଼ୁଆ ବିମାନ: ବାୟୁସେନା ମୁଖ୍ୟ
Operation Sindoor: ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ କହିଛନ୍ତି ଯେ ଆମ ପାଖରେ ସମସ୍ତ ଚିତ୍ର ଅଛି ଯାହା ପାକିସ୍ତାନରେ ଆମର ସାମରିକ କାର୍ଯ୍ୟାନୁଷ୍ଠାନର ସଫଳତାକୁ ବର୍ଣ୍ଣନା କରେ। ବାହାବଲପୁର - ଜୈଶ ମୁଖ୍ୟାଳୟରେ ହୋଇଥିବା କ୍ଷତିର ପୂର୍ବ ଏବଂ ପରବର୍ତ୍ତୀ ଚିତ୍ର ମଧ୍ୟ ଅଛି।
Aug 9,2025, 15:07 PM IST
Subhadra Yojana
ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
Subhadra Yojana 3rd Installment: ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ଓଡ଼ିଶା ସରକାର ଶନିବାର ଦିନ ସୁଭଦ୍ରା ଯୋଜନା ଅଧୀନରେ ତୃତୀୟ କିସ୍ତି ଟଙ୍କା ଟ୍ରାନ୍ସଫର କରିଛନ୍ତି। କୋରାପୁଟ ଜିଲ୍ଲାର ଜୟପୁରଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି।
Aug 9,2025, 14:52 PM IST
viral dance video
ଜଳୁଥିବା ଚିତା ଆଗରେ ରିଲ୍ ବନାଇଲେ ଯୁବତୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
Viral Dance Video: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଏବଂ ଏହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଭିଡିଓ ରେ ଯାହା ଦେଖିବାକୁ ମିଳୁଛୁ ତାହାକୁ ଆପଣ ପୂର୍ବରୁ କେବେ ଦେଖିନଥିବେ। ଭିଡିଓଟି ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି।
Aug 8,2025, 23:05 PM IST
Odisha news
ହୋମଗାର୍ଡ ପ୍ରାର୍ଥୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ସହାୟତା ରାଶି
Home Guard Candidate Death: ଶୁକ୍ରବାର ଦିନ ଖୋର୍ଦ୍ଧାରେ ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁବରଣ କରିଥିବା ହୋମଗାର୍ଡ ପ୍ରାର୍ଥୀ ଅମାଦୁଲା ହକ୍ ଖାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହୟତା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହି ସୂଚନା CMO ତରଫରୁ ଦିଆଯାଇଛି।
Aug 8,2025, 22:36 PM IST
ପୁଟିନ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ, ୧୦ ବଡ଼ ଖବର
Top 10 News Headlines: ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Aug 8,2025, 21:58 PM IST
ରାକ୍ଷୀ ପୂର୍ଣ୍ଣିମା ୨୦୨୫: ସକାଳ ଏହି ସମୟରୁ ଆରମ୍ଭ ହେବ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ
Raksha Bandhan 2025: ରାକ୍ଷୀ ପୂର୍ଣ୍ଣିମାରେ ଭାଇକୁ ରାକ୍ଷୀ ବାନ୍ଧିବାର ଶୁଭ ସମୟ ୯ ଅଗଷ୍ଟ ସକାଳ ୫:୪୭ ରୁ ଅପରାହ୍ନ ୧:୨୪ ପର୍ଯ୍ୟନ୍ତ ରହିବ। ଅର୍ଥାତ୍ ଭଉଣୀମାନେ ଭାଇର ହାତରେ ରକ୍ଷା ସୂତ୍ର ବାନ୍ଧିବା ପାଇଁ ପ୍ରାୟ ୭ ଘଣ୍ଟା ୩୭ ମିନିଟ୍ ପାଇବେ।
Aug 8,2025, 21:06 PM IST
CM Majhi
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍; 'ଏଥର ରକ୍ଷାବନ୍ଧନରେ ସ୍ୱଦେଶୀ ଆପଣାନ୍ତୁ'
Raksha Bandhan 2025: ପବିତ୍ର ରକ୍ଷା ବନ୍ଧନ ଅବସରରେ ରକ୍ଷା ସୂତ୍ର ଏବଂ ଉପହାର ସମେତ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତଙ୍କୁ ନିବେଦନ କରିଛନ୍ତି।
Aug 8,2025, 20:07 PM IST
India-Russia Relations
ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ମଧ୍ୟରେ ଫୋନ୍ ରେ କଥା ହେଲେ ପିଏମ୍ ମୋଦୀ ଏବଂ ଋଷ ରାଷ୍ଟ୍ରପତି ପୁଟିନ
PM Modi Speaks With Putin: ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ୟୁକ୍ରେନ ଯୁଦ୍ଧ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ବିଷୟରେ ଆଲୋଚନା କରିଥିଲେ।
Aug 8,2025, 19:40 PM IST
Horoscope 9 August 2025
୯ ଅଗଷ୍ଟରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 9 August 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୯ ଅଗଷ୍ଟ ୨୦୨୫ ହେଉଛି ଶନିବାର। ହିନ୍ଦୁ ଧର୍ମରେ ଶନିବାର ଦିନ ଭଗବାନ ଶନି ଦେବଙ୍କ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୯ ଅଗଷ୍ଟ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Aug 8,2025, 19:17 PM IST
income tax bill 2025
ଆୟକର ବିଲ୍-୨୦୨୫ କୁ ପ୍ରତ୍ୟାହାର କରି ନେଲେ ସରକାର, TAX ସ୍ଲାବରେ ହେବ କି ପରିବର୍ତ୍ତନ?
Income Tax Bill 2025 Withdrawn: ଚୟନ କମିଟି ୨୧ ଜୁଲାଇ ୨୦୨୫ ରେ ଲୋକସଭାରେ ଏହାର ଏକ ରିପୋର୍ଟ ଉପସ୍ଥାପନ କରିଥିଲା। ସରକାର କମିଟିର ପ୍ରାୟ ସମସ୍ତ ସୁପାରିଶକୁ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ କିଛି ନୂତନ ପରାମର୍ଶ ମଧ୍ୟ ମିଳିଛି ଯାହାକୁ ଆଇନର ପ୍ରକୃତ ଅର୍ଥ ସ୍ପଷ୍ଟ କରିବା ପାଇଁ ବିଲ୍ରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ।
Aug 8,2025, 18:17 PM IST
Cabinet Decisions
Cabinet Decisions: ସରକାର ନେଲେ ୫ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପଢ଼ନ୍ତୁ ପୂରା ଡିଟେଲ୍ସ
Cabinet Decisions: ଶୁକ୍ରବାର ଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତିଗୁଡ଼ିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ଏଲପିଜିରେ ତୈଳ କମ୍ପାନୀଗୁଡ଼ିକୁ କ୍ଷତି ଏବଂ ଭିତ୍ତିଭୂମି ସହିତ ଜଡିତ।
Aug 8,2025, 16:58 PM IST
vice president election
ଧନଖଡ଼ଙ୍କ ପରେ କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି? ନାମାଙ୍କନ ଦାଖଲ କରିଥିଲେ ଏହି ୩ ଜଣ...
Vice President Election: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ଏନଡିଏ ପ୍ରାର୍ଥୀ ନିର୍ଣ୍ଣୟ କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋଦି ଗୃହର ନେତା ଜେପି ନଡ୍ଡାଙ୍କୁ ଦେଇଥିବା ବେଳେ, ବିରୋଧୀ ଦଳ ମଧ୍ୟ ଏକ ମିଳିତ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି।
Aug 8,2025, 16:37 PM IST
Weekly Horoscope
ଆସନ୍ତା ସପ୍ତାହରେ କିପରି ରହିବ ମେଷରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Weekly Horoscope 11 To 17 August 2025: ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ସ୍ଥିତି ଅନୁସାରେ ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହ ବହୁତ ବିଶେଷ ହେବାକୁ ଯାଉଛି। ଏହି ସପ୍ତାହରେ ଗ୍ରହମାନଙ୍କର ରାଜକୁମାର ବୁଧ କର୍କଟ ରାଶିରେ ସିଧାସଳଖ ରହିବେ। ଏହା ବ୍ୟତୀତ ଯଦି ଆମେ ଏହି ସପ୍ତାହରେ ଅର୍ଥାତ୍ ୧୧ ରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଅନ୍ୟ ଗ୍ରହମାନଙ୍କର ସ୍ଥିତି ବିଷୟରେ କଥା ହେବା ତେବେ ସୂର୍ଯ୍ୟ କର୍କଟ ରାଶିରେ ରହିବେ ଏବଂ ସପ୍ତାହର ଶେଷରେ ନିଜ ରାଶି ସିଂହ ରାଶିରେ ପ୍ରବେଶ କରିବେ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣନ୍ତୁ ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହରେ କେଉଁ ରାଶିର ଲୋକମାନେ ଲାଭ ପାଇବେ ଏବଂ କେଉଁ ରାଶିର ଲୋକମାନେ ସତର୍କ ରହିବାକୁ ପଡିବ।
Aug 8,2025, 16:03 PM IST
NCERT Syllabus Changes 2025
NCERT ସିଲାବସରେ ବଡ଼ ପରିବର୍ତ୍ତନ, ଛାତ୍ରଛାତ୍ରୀମାନେ ପଢ଼ିବେ ଏହି ୩ ପ୍ରକୃତ ନାୟକଙ୍କ କାହାଣୀ
NCERT New Syllabus: ଚଳିତ ଶିକ୍ଷାବର୍ଷ ପାଇଁ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)ର ପାଠ୍ୟକ୍ରମରେ ଭାରତୀୟ ସେନାର ମହାନ ଯୋଦ୍ଧା ଫିଲ୍ଡ ମାର୍ଶାଲ ସାମ ମାନେକଶା, ମେଜର ସୋମନାଥ ଶର୍ମା ଏବଂ ବ୍ରିଗେଡିୟର ମହମ୍ମଦ ଉସମାନଙ୍କ ଜୀବନୀ ଏବଂ ଐତିହ୍ୟ ଉପରେ ଆଧାରିତ ଅଧ୍ୟାୟ ଯୋଡାଯାଇଛି।
Aug 8,2025, 15:20 PM IST
Bhubaneswar
ସହିଦନଗରରେ ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଟ୍, ସିସିଟିଭିରେ କଏଦ ହେଲେ ଲୁଟେରା
Shaheednagar Mobile Shop Loot Video: ଭୁବନେଶ୍ବର ସହିଦନଗର ଆରକେ କମ୍ପଲେକ୍ସରୁ ଲୁଟ୍ ହୋଇଛି। ଏଠାରେ ଲୁଟେରା ମାନେ ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି କରିନେଇଛନ୍ତି। ଖବର ଅନୁସାରେ ଦୋକାନରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ଚୋରି ହୋଇଥିବା ଜଣା ପଡ଼ିଛି। ଏହା ଲୁଟେରାଙ୍କ ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଲୁଟେରା ମାନେ ବ୍ୟାଗରେ ମୋବାଇଲ ପୂରାଇ ନେଇ ଯାଉଥିବାର ନଜର ଆସୁଛନ୍ତି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
Aug 8,2025, 14:52 PM IST
India-Brazil Relations
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ମଧ୍ୟରେ PM ମୋଦୀଙ୍କୁ ଫୋନ୍ କଲେ ବ୍ରାଜିଲ ରାଷ୍ଟ୍ରପତି
PM Modi speaks to Brazil's Lula: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ଟାରିଫ୍ ମଧ୍ୟରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କ ଫୋନ ଆସିଥିଲା।
Aug 7,2025, 23:15 PM IST
ଭୁବନେଶ୍ବର: ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଫୁଡ୍ ଡେଲିଭରି ବୟ
Bhubaneswar News: ଗୁରୁବାର ଦିନ ଭୁବେଶ୍ୱରରେ ଜଣେ ଫୁଡ୍ ଡେଲିଭରି ବୟ ଏକ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀର ଭରତପୁର ଥାନା ଶାମପୁର ଅଞ୍ଚଳରେ ମହିଳା ବିନୋଦିନୀ ରଥଙ୍କୁ ଫୁଡ୍ ଡେଲିଭରି ବୟ ଆକ୍ରମଣ କରିଛନ୍ତି।
Aug 7,2025, 22:26 PM IST
top 10 news today
ରାଇରଙ୍ଗପୁରକୁ ଏକ ପୁଲିସ ଜିଲ୍ଲା ଭାବେ ଘୋଷଣା, ୩ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ, ୧୦ ବଡ଼ ଖବର
Top 10 News Headlines: ଓଡ଼ିଶା ସରକାର ରାଇରଙ୍ଗପୁରକୁ ଏକ ପୁଲିସ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଆଇନ ପ୍ରଣୟନ ଏବଂ ଦ୍ରୁତ ଜନସେବା ପାଇଁ ଏହି ପଦସକ୍ଷେପ ନିଆଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି।। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Aug 7,2025, 21:58 PM IST
Supreme Court
'ଆପଣଙ୍କୁ ଆଇନର ପରିସର ମଧ୍ୟରେ ରହିବାକୁ ପଡିବ', ED କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ
Supreme Court On ED: ଗୁରୁବାର ଦିନ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା ଆଇନ ପରିସର ମଧ୍ୟରେ କାମ କରିବା ଉଚିତ। କୋର୍ଟ କହିଛନ୍ତି ଯେ ଆପଣ ଜଣେ ଧୂର୍ତ୍ତ ବ୍ୟକ୍ତି ପରି କାର୍ଯ୍ୟ କରିପାରିବେ ନାହିଁ।
Aug 7,2025, 21:12 PM IST
kapil sharma cafe
କପିଲ ଶର୍ମାଙ୍କ କାନାଡା କାଫେରେ ପୁଣି ଗୁଳିମାଡ଼
Kapil Sharma Cafe: ଗୁରୁବାର ଦିନ କମେଡିଆନ କପିଲ ଶର୍ମାଙ୍କ କାନାଡା ସ୍ଥିତ କାଫେ 'କ୍ୟାପ୍ସ କାଫେ' ଉପରେ ପୁଣି ଗୁଳିଚାଳନା କରାଯାଇଛି। ଏହା ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଘଟଣା। ଆଶ୍ୱସ୍ତିର କଥା ହେଉଛି ଯେ ଗୁଳିକାଣ୍ଡ ଘଟିବା ସମୟରେ କାଫେ ବନ୍ଦ ଥିଲା, ତେଣୁ କେହି ଆହତ ହୋଇଥିବାର କୌଣସି ଖବର ନାହିଁ।
Aug 7,2025, 20:40 PM IST
India Squad
ଏସିଆ କପ୍ ପାଇଁ ଏହି ଦିନ ହେବ ଟିମ୍ ଇଣ୍ଡିଆ ଘୋଷଣା, ଜାଣନ୍ତୁ କେଉଁ ସବୁ ଖେଳାଳିଙ୍କୁ ମିଳିବ ସୁଯୋଗ
India's Probable Squad for Asia Cup 2025: ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳର ଚୟନ ପ୍ରକ୍ରିୟା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ ଓ ସାଇ ସୁଦର୍ଶନ ଶୀର୍ଷ କ୍ରମରେ ସ୍ଥାନ ପାଇବା ପାଇଁ ଦୃଢ଼ ଦାବିଦାର ରହିଛନ୍ତି। ତେବେ ଜାଣନ୍ତୁ କିପରି ହୋଇପାରେ ଭାରତୀୟ ଦଳ।
Aug 7,2025, 20:13 PM IST
Horoscope 8 August 2025
୮ ଅଗଷ୍ଟରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 8 August 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୮ ଅଗଷ୍ଟ ୨୦୨୫ ହେଉଛି ଶୁକ୍ରବାର। ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ସନ୍ତୋଷୀ ମାତାଙ୍କ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୮ ଅଗଷ୍ଟ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Aug 7,2025, 19:33 PM IST
Surya-Ketu Yuti
୧୭ ଅଗଷ୍ଟରେ ସୂର୍ଯ୍ୟ କରୁଛନ୍ତି ଦୁର୍ଲଭ ସଂଯୋଗ, ବମ୍ପର ଲାଭ ପାଇବେ ଏହି ୪ ରାଶି
Surya-Ketu Yuti 2025: ୧୭ ଅଗଷ୍ଟରେ ସୂର୍ଯ୍ୟ କର୍କଟ ରାଶିରୁ ସିଂହ ରାଶିକୁ ଗୋଚର କରିବେ। କେତୁ ପୂର୍ବରୁ ସିଂହ ରାଶିରେ ଉପସ୍ଥିତ ଅଛନ୍ତି। ତେଣୁ ଏହି ରାଶିରେ ସୂର୍ଯ୍ୟଙ୍କ ଭ୍ରମଣ ଯୋଗୁଁ ସୂର୍ଯ୍ୟ-କେତୁଙ୍କ ସଂଯୋଗ ସୃଷ୍ଟି ହେବ। ପ୍ରାୟ ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ଏହି ସଂଯୋଗ ଗଠନ କରିବେ। ତେବେ ଜାଣନ୍ତୁ ସୂର୍ଯ୍ୟ-କେତୁଙ୍କ ସଂଯୋଗ ଯୋଗୁଁ କେଉଁ ରାଶିର ବ୍ୟକ୍ତିମାନେ ଶୁଭ ଫଳ ପାଇବେ।
Aug 7,2025, 18:16 PM IST
Election Commission
ରାହୁଲଙ୍କୁ EC ର ଜବାବ; 'ସତ୍ୟପାଠ ଦାଖଲ କରନ୍ତୁ, ଭୁଲ୍ ବାହାରିଲେ ନେବୁ ଆଇନଗତ କାର୍ଯ୍ୟାନୁଷ୍ଠାନ'
Rahul Gandhi Vs EC: ଲୋକସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଦିମ କର୍ଣ୍ଣାଟକର ଏକ ବିଧାନସଭା ନିର୍ବାଚନମଣ୍ଡଳୀର ଉଦାହରଣ ଦେଇ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରେ ବଡ଼ ଧରଣର ହେରଫେର ବିଜେପିକୁ ଲାଭ ଦେଇଛି। ଏହା ଉପରେ EC ନିଜର ଜବାବ ରଖିଛି।
Aug 7,2025, 16:35 PM IST
Odisha Govt Jobs
୩୧ ଅଗଷ୍ଟ ସୁଦ୍ଧା ୨୨୮୦୦ ଗ୍ରୁପ୍ ସି ପଦବୀ ପୂରଣ କରିବ ଓଡ଼ିଶା ସରକାର
Odisha Govt Jobs: ସରକାରୀ ତଥ୍ୟ ଅନୁଯାୟୀ ୧୦ଟି ବିଭାଗରେ ମୋଟ ୪୪,୯୦୯ଟି ଗ୍ରୁପ୍ ସି ପଦବୀ ଖାଲି ଅଛି। ଏଥିମଧ୍ୟରୁ ଚଳିତ ନିଯୁକ୍ତି ପର୍ଯ୍ୟାୟରେ ୨୨,୮୯୬ଟି ପଦବୀ ପୂରଣ ହେବାକୁ ଯାଉଛି।
Aug 7,2025, 15:41 PM IST
National Handloom Day 2025
ଜାତୀୟ ହସ୍ତତନ୍ତ ଦିବସ: ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଲେ ମାଧୁରୀ ଦୀକ୍ଷିତ
National Handloom Day 2025: ଆଜି ଭାରତ ୧୧ତମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରୁଥିବା ସମୟରେ ବଲିଉଡ୍ ପ୍ରସିଦ୍ଧ ମାଧୁରୀ ଦୀକ୍ଷିତ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇଥିଲେ ଏବଂ ସେ ଦେଶର ସମୃଦ୍ଧ ହସ୍ତତନ୍ତ ଐତିହ୍ୟ ଏବଂ ଏହାର କୁଶଳୀ କାରିଗରଙ୍କ ପ୍ରତି ନିଜର ସମର୍ଥନକୁ ଦୋହରାଇଥିଲେ।
Aug 7,2025, 15:18 PM IST
Police Suspension
ଥାନାରେ ଥାର୍ଡ ଡିଗ୍ରୀ ଦେବାକୁ ନେଇ ସସପେଣ୍ଡ ହେଲେ ୩ ପୋଲିସ
Jajpur Police Staff Suspended: ଥାନାରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦେବାକୁ ନେଇ ଗୁରୁବାର ଦିନ ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନାର ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଖବର ଅନୁସାରେ ଥାନାରେ ଥାର୍ଡ ଡିଗ୍ରୀ ନିର୍ଯାତନା ପାଇଁ ବୁଧବାର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଆଜି ଏହି ଘଟଣାକୁ ନେଇ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
Aug 7,2025, 14:51 PM IST
Odisha Police Transfers
ଓଡ଼ିଶା ପୋଲିସର ୨୧ ଜଣ ଇନ୍ସପେକ୍ଟର ଏବଂ ୪ ଜଣ ASIଙ୍କୁ ବଦଳି କଲେ ସରକାର
Odisha Police Transfers: ରାଜ୍ୟ ସରକାର ବୁଧବାର ଦିନ ଇନ୍ସପେକ୍ଟର ସ୍ତରରେ ଏକ ଅଦଳ ବଦଳ କରିଛନ୍ତି । ଏଥିରେ ୨୧ ଜଣ ପୁଲିସ ଇନ୍ସପେକ୍ଟରଙ୍କ ଥାନା ଓ କର୍ତ୍ତବ୍ୟସ୍ଥଳରେ ପରିବର୍ତ୍ତନ କରାଯାଇଛି।
Aug 6,2025, 23:22 PM IST
ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ପୁଣି ଟାରିଫ୍ ବଢ଼ାଇଲେ ଟ୍ରମ୍ଫ, ୧୦ ବଡ଼ ଖବର
Top 10 News Headlines: ଆଜି ଇନ୍ସପେକ୍ଟର ସ୍ତରରେ ଏକ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Aug 6,2025, 22:06 PM IST
India-US relations
ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ; ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ସମସ୍ତ ପଦକ୍ଷେପ ନେବୁ
Donald Trump on India Tariff: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୫% ଅତିରିକ୍ତ ଟାରିଫ୍ ଲାଗୁ କରିବାର ନିଷ୍ପତ୍ତି ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏକ ସରକାରୀ ବୟାନରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଟାରିଫ୍ କୁ "ଅନୁଚିତ ଏବଂ ଅଯୌକ୍ତିକ" ବୋଲି କହିଛି।
Aug 6,2025, 21:57 PM IST
Venus Transit 2025
ଜନ୍ମାଷ୍ଟମୀ ପରେ ଗତି ପଥ ପରିବର୍ତ୍ତନ କରିବେ ଶୁକ୍ର, ପ୍ରଗତି ସହିତ ଧନ ଲାଭ କରିବେ ଏସବୁ ରାଶି
Venus Transit In Cancer: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ଜନ୍ମାଷ୍ଟମୀ ପର୍ବ ୧୬ ଅଗଷ୍ଟରେ ପାଳନ କରାଯିବ। ଜନ୍ମାଷ୍ଟମୀ ପରେ ଧନ ଏବଂ ସମୃଦ୍ଧିର ଦାତା ଶୁକ୍ରଙ୍କ ଗତିପଥରେ ପରିବର୍ତ୍ତନ ହେବାକୁ ଯାଉଛି। କହି ରଖୁଛୁ ଯେ ୨୧ ଅଗଷ୍ଟରେ ଶୁକ୍ର କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାର ପ୍ରଭାବ ସମସ୍ତ ରାଶିର ଲୋକଙ୍କ ଉପରେ ଦେଖାଯିବ। କିନ୍ତୁ ୩ ଟି ରାଶି ଏପରି ଅଛି ଯେଉଁମାନଙ୍କ ପାଇଁ ଏହି ଭ୍ରମଣ ଶୁଭ ସାବ୍ୟସ୍ତ ହୋଇପାରେ।
Aug 6,2025, 21:15 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.