Advertisement

Aparajita Sarangi 

alt
ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ଦ୍ଵିତୀୟ ଥର ବିଜେପି ଟିକେଟ ପାଇବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଅପରାଜିତା ଷଡ଼ଙ୍ଗୀ ।ମହାପ୍ରଭୁଙ୍କ ଇଚ୍ଛା ଓ ମହାପ୍ରଭୁଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ପୁରା ହୁଏ ନାହିଁ ତେଣୁ ମହାପ୍ରଭୁଙ୍କ ଦର୍ଶନରୁ ଅଭିଯାନ ଆରମ୍ଭ କରୁଛି ବୋଲି କହିଛନ୍ତି ଅପରାଜିତା।ଲୋକସେବା,ଲୋକ ନୀତି ଓ ବିକାଶ ଆଧାରରେ ଲୋକଙ୍କ ପାଇଁ କାମ କରିବା ପାଇଁ ଜଗନ୍ନାଥଙ୍କ ଠାରୁ ଶକ୍ତି ଓ ସାମର୍ଥ୍ୟ ମାଗିବା ସହ ସାଢେ଼ ଚାଟିକୋଟି ଓଡ଼ିଆଙ୍କ ମୁହଁରେ ହସ, ଆନନ୍ଦ ଓ ସକାରାତ୍ମକ ଚିନ୍ତାଧାରା ରହୁ ବୋଲି ପ୍ରାର୍ଥନା କରିଛି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।ବିରୋଧୀ ଙ୍କ ସାମର୍ଥ୍ୟ ଯାହା ବି ହଉ କଥା ଚିନ୍ତା କରୁନାହିଁ କିନ୍ତୁ ନିଜ ସାମର୍ଥ୍ୟ କୁ ବଢାଇ ଅଧିକ କାମ କରିବା ପାଇଁ ଚେଷ୍ଟା କରିବ
Mar 28,2024, 19:26 PM IST
View More

Trending news

;