Advertisement

CBI raid 

alt
CBI Raid: ଲାଞ୍ଚ ନେଉଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ମାଡି ବସିଲା ସିବିଆଇ। ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ସିବିଆଇ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଥିବା ନେଇ ସୂଚନା ରହିଛି। ସୂଚନା ମୁତାବକ ଆର୍ଥିକ ନେଣଦେଣର ଅନିୟମିତତା ଅଭିଯୋଗରେ ଢେଙ୍କାନାଳର ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଲୁଲୁଙ୍କ ଉପରେ ଗତ ଜାନୁଆରୀ ମାସରେ ୧୪ଟି ସ୍ଥାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା। ଏହି ସମୟରେ ତାଙ୍କୁ ଗିରଫ କରାଯିବା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ତେବେ ଏହି ଅନିୟମିତତା ନେଣଦେଣର ସମାଧାନ ପାଇଁ ପ୍ରବର୍ତ୍ତନ ନିର୍ଦ
May 30,2025, 14:00 PM IST
alt
Mar 8,2024, 13:35 PM IST
View More

Trending news

;