Advertisement

Cobra snake 

alt
ଗାଁ ମେଳଣ ଯାତରେ ଅଘୋରୀଙ୍କ ଜୀଅନ୍ତା ‘ନାଗ’ ଖେଳ। ପାରମ୍ପରିକ ମେଳନରେ ଅଘୋରି ଙ୍କୁ ପ୍ରବେଶ ଅପସଂସ୍କୃତି ସୃଷ୍ଟି କରିବ। ମାତ୍ର ପୁରୀର ଅନେକ ମେଳଣରେ ଅଘୋରିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଘୋରୀ ବିଭୂତି ଉଡ଼ାଇ କରୁଛନ୍ତି ତାଣ୍ଡବ ନୃତ୍ୟ ପ୍ରଦର୍ଶନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ଛଇତନା ଅଞ୍ଚଳରେ।ଏଭଳି ଅଭାବନୀୟ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଅଘୋରୀଙ୍କ ତାଳେ ତାଳେ ଶିବ ଓ ପାର୍ବତୀ ବେଶଧାରୀ ମଧ୍ୟ ଡିଜେ ମ୍ୟୁଜିକରେ ନୃତ୍ୟ କରୁଛନ୍ତି । ଅଘୋରୀମାନେ ଶିବଙ୍କ ହାତକୁ ମଝିରେ ମଝିରେ ନାଗ ସାପ ବଢ଼େଇ ଦେଉଛନ୍ତି। ପରେ ସାପ ସହ ଶିବଙ୍କ ବେଶଧାରୀ । ଖେଳ ଦେଖାଉଛନ୍ତି। ଛଇତନା ବଜାରରେ ଖେଳ ଦେଖାଇବା ସମୟରେ ଶିବ ବେଶଧାରୀ ବ୍ୟକ୍ତିଙ୍କ ନାକକୁ ନାଗ ସାପ କାମୁଡ଼ି ଦେଇଥିବା ମଧ୍ୟ
Apr 23,2024, 17:58 PM IST
View More

Trending news

;