last da Hike
DA Hike News: ସରକାରୀ କର୍ମଚାରୀଙ୍କୁ ଦୀପାବଳୀ ଉପହାର, ବଢିବ ମହଙ୍ଗା ଭତ୍ତା !
DA Hike News: ଦୀପାବଳି ପୂର୍ବରୁ, କେନ୍ଦ୍ର ସରକାର ଏହାର ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଜୁଲାଇ-ଡିସେମ୍ବର ୨୦୨୫ ପାଇଁ ମହଙ୍ଗା ଭତ୍ତା (DA) ରେ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ଥିବା ରିପୋର୍ଟ ରହିଛି। ବର୍ତ୍ତମାନ, DA ୫୫ ପ୍ରତିଶତ ରହିଛି। ଯଦି ପ୍ରସ୍ତାବିତ ବୃଦ୍ଧି ହୁଏ, ତେବେ ଏହା ୫୮ ପ୍ରତିଶତକୁ ବୃଦ୍ଧି ପାଇପାରେ।
Aug 8,2025, 13:37 PM IST
chandra gochar 2025
Chandra Gochar 2025: ମକର ରାଶିରେ ଚନ୍ଦ୍ର, ୩ ରାଶିଙ୍କ ଭାଗ୍ୟ ଧନଲାଭ ଯୋଗ
Chandra Gochar 2025: ୭ ଅଗଷ୍ଟ ୨୦୨୫ ଗୁରୁବାର ଦିନ ଅପରାହ୍ନ ୨ଟା ୦୧ ମିନିଟ ସମୟରେ ଚନ୍ଦ୍ର ଦେବ ଧନୁ ରାଶିରେ ଥିବା ସମୟରେ ଉତ୍ତରାଷାଢା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଚନ୍ଦ୍ର ଏବେ ମକର ରାଶିରେ ଉପସ୍ଥିତ ଅଛନ୍ତି। ନକ୍ଷତ୍ର ଗୋଚରର କିଛି ସମୟ ପରେ ରାତି ୮ଟା ୧୦ମିନିଟ ସମୟରେ ଚନ୍ଦ୍ର ମକର ରାଶିରେ ପ୍ରବେଶ କରିଛନ୍ତି। ଯେଉଁଠାରେ ସେ ୧୦ ଅଗଷ୍ଟ ରାତି ୨ଟା ୧୦ମିନିଟ ପର୍ଯ୍ୟନ୍ତ ରହିବେ।
Aug 8,2025, 12:13 PM IST
today Gold price
Gold Rate: ସୁନା ଦରରେ ବୃହତ ବୃଦ୍ଧି, ରାଜଧାନୀରେ ଭରି ପିଛା ରହିଛି ଏତିକି ଟଙ୍କା
ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।
Aug 8,2025, 11:51 AM IST
Odisha weather updates
Odisha Weather Updates: ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବନ, ୧୩ରୁ ଲଘୁଚାପ ବର୍ଷା
Odisha Weather Updates: ଭୁବନେଶ୍ୱର: ଶ୍ରାବଣ ମାସରେ ବର୍ଷା ବଦଳରେ ଗୁଳୁଗୁଳୁରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ।ବର୍ଷା ପ୍ରକୋପ ବି କମିଯାଇଛି । ତେବେ ଆଗାମୀ ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଓଡ଼ିଶା ଉପକୂଳରେ ଦାନା ବାନ୍ଧିବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ । ୨୦ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ ।
Aug 8,2025, 10:18 AM IST
Ajit Doval India Russia
Ajit Doval India Russia: ହସହସ ମୁହଁରେ ଡୋଭାଲଙ୍କୁ ସ୍ୱାଗତ କଲେ ପୁଟିନ
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି ବହୁତ କଠୋର ଆଭିମୁଖ୍ୟ ଦେଖାଉଛନ୍ତି। ସେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହି ସମୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଗୁରୁବାର (୭ ଅଗଷ୍ଟ) ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଅଜିତ ଡୋଭାଲଙ୍କୁ ଦେଖିବା ପର
Aug 8,2025, 9:40 AM IST
huma qureshi brother
Huma Qureshi Brother: ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା
ନୂଆଦିଲ୍ଲୀ: ଦିଲ୍ଲୀରେ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା କରାଯାଇଛି। ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଅଭିନେତ୍ରୀଙ୍କ ସମ୍ପର୍କୀୟ ଭାଇ ଆସିଫଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି ଯେ ପାର୍କିଂ ବିବାଦ ଯୋଗୁଁ ଆସିଫଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ରିପୋର୍ଟ ଅନୁସାରେ
Aug 8,2025, 8:57 AM IST
Lucky Zodiac Sign
Lucky Zodiac Sign: ୮ ଅଗଷ୍ଟରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 22 May 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
Aug 8,2025, 8:32 AM IST
Raksha Bandhan
Raksha Bandhan: ରକ୍ଷାବନ୍ଧନ : ଶକ୍ତି ସ୍ୱରୁପିଣୀଙ୍କ ପ୍ରତ୍ୟୟର ଉତ୍ସବ
ଭୁବନେଶ୍ୱର: ହିନ୍ଦୁ ପଞ୍ଜିକା ଅନୁସାରେ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳିତ ହୁଏ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ।ଏହି ପର୍ବ ରକ୍ଷା ପ୍ରଦାନ କରୁଥିବା ଏକ ଅନାବିଳ ବନ୍ଧନର ପ୍ରତୀକ । ସମ୍ପର୍କର ରଜ୍ଜୁକୁ ସୁଦୃଢ଼ କରିବାର ପର୍ବ । ଆଜି ଏହି ପର୍ବ ଭାଇ ଭଉଣୀ ମଧ୍ୟରେ ସୀମିତ ହୋଇ ରହିଯାଇଛି, କିନ୍ତୁପୂର୍ବରୁ ଏପରି ନ ଥିଲା ।
Aug 8,2025, 8:05 AM IST
Top 10 News Headlines Odisha
Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Aug 8,2025, 7:27 AM IST
Mohan Charan Majhi
Mohan Charan Majhi: ସପତ୍ନୀକ ଜଗନ୍ନାଥଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୀ: କିଛି ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନିକ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି। ଆଜି ସଂଧ୍ୟାରେ ସର୍କିଟ ହାଉସରେ ପହଞ୍ଚିବା ପରେ ସେଠାରେ କିଛି ସମୟ ବିଶ୍ରାମ କରି ଶ୍ରୀମନ୍ଦିରକୁ ଯାଇଥିଲେ। ବର୍ଷାକୁ ଦୃଷ୍ଟିରେ ରଖି ତାଳପତ୍ରରେ ଛତିରେ ଆକଟ କରି ନେଇଥିଲେ। ସିଂହଦ୍ଵାର ନିକଟର
Aug 8,2025, 7:17 AM IST
Air Ambulance Plane Crash
Air Ambulance Plane Crash: ସ୍କୁଲ ଉପରେ ଖସି ପଡିଲା ବିମାନ, ୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: କେନିଆର ରାଜଧାନୀ ନାଇରୋବିରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଏହି ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ 2 ଜଣ ଡାକ୍ତର, 2 ଜଣ ନର୍ସ ଏବଂ 2 ଜଣ ସାଧାରଣ ଲୋକ ଅଛନ୍ତି। କେନିଆ ସିଭିଲ ଏଭିଏସନ୍ କର୍ତ୍ତୃପକ୍ଷ ଦୁର୍ଘଟଣାର ସତ୍ୟତା ପ୍ରମାଣିତ କରି କହିଛନ୍ତି ଯେ ଏୟାର ଆମ୍ବୁଲାନ୍ସଟ
Aug 8,2025, 7:08 AM IST
daily horoscope
ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢନ୍ତୁ ଆପଣଙ୍କ ରାଶିଫଳ
Horoscope Today 8th August 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ହେଉଛି ଶୁକ୍ରବାର ଅର୍ଥାତ ଅଗଷ୍ଟ ୮ ତାରିଖ। ଗ୍ରହମାନଙ୍କର ଚଳନ ହେତୁ ରାଜଯୋଗ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ମା ଲକ୍ଷ୍ମୀଙ୍କ କୃପାରୁ ମେଷ, ସିଂହ ସହିତ ୫ଟି ରାଶି ଚମକିବାକୁ ଯାଉଛି। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Aug 8,2025, 6:52 AM IST
IIM Raipur
IIM ରାୟପୁରରେ ଭାରତ ଗ୍ରାମୀଣ ସେମିନାର 2025 ଆୟୋଜନ
ରାୟପୁର: ଭାରତୀୟ ପରିଚାଳନା ସଂସ୍ଥାନ (IIM) ରାୟପୁର, ଆଦିବାସୀ ଗବେଷଣା ସଂସ୍ଥାନ (TRI), ବନ ବିଭାଗ ଏବଂ ସବୁଜ ଶାସନ ବିଭାଗର ସହଯୋଗରେ, ଭାରତ ଗ୍ରାମୀଣ ଆଲୋଚନାର 5ମ ସଂସ୍କରଣକୁ ସଫଳତାର ସହିତ ଆୟୋଜନ କରିଥିଲା। ବିଷୟବସ୍ତୁ ଥିଲା - "ହରିତ ଅର୍ଥବ୍ୟବସ୍ଥା: ଛତିଶଗଡ଼ର ସବୁଜ ଅର୍ଥନୈତିକ ପରିବର୍ତ୍ତନର ନେତୃତ୍ୱ ନେଉଥିବା ଗ୍ରାମ"। ଏହି କାର୍ଯ୍ୟକ୍ରମ
Aug 7,2025, 13:05 PM IST
Gold Rate: ସୁନା ଦରରେ ପୁଣି ବୃଦ୍ଧି, ରାଜଧାନୀରେ ଭରି ପିଛା ରହିଛି ଏତିକି ଟଙ୍କା
Aug 7,2025, 12:36 PM IST
Odisha Politics
Odisha Politics:ଦିଲ୍ଲୀରେ ଓଡ଼ିଶା ମନ୍ଥନ: ସାଂସଦଙ୍କ ଘରେ ଭୋଜି, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ
ନୂଆଦିଲ୍ଲୀ: ଏବେ ଓଡ଼ିଶା ରାଜନୀତିର ଚର୍ଚ୍ଚା ଚାଲିଛି ଦିଲ୍ଲୀ ଦରବାରରେ। ସଂସଦ ସିନା ଚାଲୁନି କିନ୍ତୁ ମନ୍ତ୍ରୀ ଓ ବରିଷ୍ଠ ସାଂସଦଙ୍କ ବଳୁଥିବା ସମୟକୁ ରାଜ୍ୟର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ ନିଜ ପାଇଁ ବ୍ୟବହାର କରିବାକୁ ଚାହିଁଛନ୍ତି। ସେଥିଲାଗି ନିଜ ନିଜ ସ୍ତରରେ ଏମାନେ ସେମାନଙ୍କୁ ଭେଟୁଥିବା ଦେଖାଯାଇଛି। ଖାଲି
Aug 7,2025, 12:04 PM IST
Ama Bus
Ama Bus: ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ
ଭୁବନେଶ୍ୱର: 'ଆମ ବସ'ର ଚାଳକଙ୍କ ମନମୁଖି ଗାଡି ଚାଳନା ଉପରେ ଲାଗିବ ବ୍ରେକ। ଗାଡ଼ି ଚାଳକଙ୍କ ପ୍ରଦର୍ଶନକୁ ତଦାରଖ କରିବେ କ୍ରୁଟର ଅଧିକାରୀ। ସପ୍ତାହରେ ଦୁଇଥର ବସରେ ଯାତାୟତ କରିବେ। ଏନେଇ ସୂଚନା ଦେଇଛନ୍ତି କ୍ରୁଟର ନିର୍ଦ୍ଦେଶକ ଏନ ଥିରୁମଲା ନାଏକ। କ୍ରୁଟର ସମସ୍ତ ସଦସ୍ୟ ସପ୍ତାହରେ ଦୁଇଥର ଯାତ୍ରା କରିବାକୁ ନିର୍ଦ୍ଦେଶ ରହିଛି। ଏହା ସହିତ ବସ୍ରେ ଯାତ
Aug 7,2025, 10:10 AM IST
Odisha news
ଗ୍ରାମାଞ୍ଚଳରେ ଛାତ୍ରୀଙ୍କୁ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟ ପାଇଁ କିଟ ବଣ୍ଟନ
ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମାଞ୍ଚଳ ସମ୍ପ୍ରଦାୟରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଏକ ସପ୍ତାହ ବ୍ୟାପୀ ପ୍ରୟାସର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଜାମକାନି, କୁରାଲୋଇ ଏବଂ ଘୋଘରପାଲିର ୧୮ରୁ ଅଧିକ ସ୍କୁଲରେ ପହଞ୍ଚିଥିଲା, ଷଷ୍ଠରୁ ଦଶମ ଶ୍ରେଣୀର ପ୍ରା
Aug 7,2025, 9:35 AM IST
Petrol price hike
ଆଜି ତୈଳଦର ଅପରିବର୍ତ୍ତିତ, ଭୁବନେଶ୍ୱରରେ ରହିଛି ଲିଟର ପିଛା ଏତିକି ଟଙ୍କା
ନୂଆଦିଲ୍ଲୀ: ଆଜି ଗୁରୁବାର ଜୁଲାଇ ୭ ତାରିଖ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପ
Aug 7,2025, 9:14 AM IST
Navpancham Yoga 2025
ରାକ୍ଷୀ ପୂର୍ଣିମାରେ ସୃଷ୍ଟି ହେଉଛି ନବପଞ୍ଚମ ରାଜଯୋଗ, ୫ ରାଶି ବଦଳିଯିବ ଭାଗ୍ୟ
Navpancham Yoga 2025: ବୈଦିକ ଜ୍ୟୋତିଷରେ, ମଙ୍ଗଳକୁ ଶକ୍ତି, ସାହସ ଏବଂ କାର୍ଯ୍ୟର ଗ୍ରହ ଭାବରେ ବିବେଚନା କରାଯାଏ, ଯେତେବେଳେ ୟୁରେନସ୍ ପରିବର୍ତ୍ତନ, ନୂତନତ୍ୱ ଏବଂ ଅପ୍ରତ୍ୟାଶିତ ଘଟଣାର ପ୍ରତୀକ ଭାବରେ ବିବେଚନା କରାଯାଏ। ଯେତେବେଳେ କନ୍ୟା ରାଶିରେ ମଙ୍ଗଳ ଏବଂ ବୃଷ ରାଶିରେ ୟୁରେନସ୍ 120 ଡିଗ୍ରୀ କୋଣ ସୃଷ୍ଟି କରନ୍ତି, ଏହି ନବପଞ୍ଚମ ଯୋଗ ସୃଷ୍ଟି ହୁଏ।
Aug 7,2025, 8:57 AM IST
Aug 7,2025, 8:30 AM IST
ଉତ୍ତର ଭାରତରେ ବର୍ଷା ବିତ୍ପାତ, ଓଡ଼ିଶାରେ ୩ ଜିଲ୍ଲାରେ ବର୍ଷା ପାଇଁ ଆର୍ଲଟ ଜାରି
ଭୁବନେଶ୍ବର: ଦେଶର ଅନେକ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବେଶ୍ ସକ୍ରିୟ ଅଛି। ବିଶେଷକରି ଉତ୍ତର, ପୂର୍ବ ଏବଂ ମଧ୍ୟ ଭାରତରେ ମୌସୁମୀ ପ୍ରବଳ ବର୍ଷା କରୁଛି। ଉତ୍ତର ଭାରତରେ ପ୍ରବଳପୁ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଓଡ଼ିଶାରେ ବର୍ଷାର ପରିମାଣ କମ ରହିଛି।
Aug 7,2025, 8:10 AM IST
puri news
Puri News: ଆଜି ପୁରୀ ବନ୍ଦ
ପୁରୀ: ବଳଙ୍ଗା ପୀଡ଼ିତାଙ୍କୁ ବନ୍ଦ ଦାବି କରି ବିଜୁ ଜନତା ଦଳ ବା ବିଜେଡି ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇ ଦିନ ୧୨ଟାରେ ଶେଷ ହେବ। ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଘଟଣାର ସତ୍ୟତା ସାମ୍ନାକୁ ଆଣିବାକୁ ଦାବି କରିଛି ଦଳ । ଏଠାରେ କହି ରଖୁ କି ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପ
Aug 7,2025, 7:52 AM IST
US Army Base
ଆମେରିକାର ସେନା ଗାଡି ଉପରକୁ ଗୁଳି ମାଡ଼, ୫ ଶହୀଦ
ନୂଆଦିଲ୍ଲୀ: ବୁଧବାର ଦିନ ଆମେରିକାର ଜର୍ଜିଆରେ ଥିବା ସେନା ଘାଟିରେ ଗୁଳିକାଣ୍ଡ ଘଟଣା ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ, ଅଞ୍ଚଳକୁ ସିଲ୍ କରାଯାଇଛି। ଆମେରିକୀୟ ସେନା ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛି ଯେ ଗୁଳିକାଣ୍ଡ ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ଗୁଳିକାଣ୍ଡରେ 5 ଜଣ ସୈନିକଙ୍କ
Aug 7,2025, 7:07 AM IST
Horoscope Today 7th August 2025: ଆଜି କିପରି ବିତିବ ଆପଣଙ୍କ ଦିନ, ପଢନ୍ତୁ ଆପଣଙ୍କ ରାଶିଫଳ
Horoscope Today 6th August 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ହେଉଛି ଗୁରୁବାର ଅର୍ଥାତ ଅଗଷ୍ଟ ୭ ତାରିଖ। ଗ୍ରହମାନଙ୍କର ଚଳନ ହେତୁ ରାଜଯୋଗ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ଗଣେଶଙ୍କ କୃପାରୁ ମେଷ, ସିଂହ ସହିତ ୫ଟି ରାଶି ଚମକିବାକୁ ଯାଉଛି। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Aug 7,2025, 6:34 AM IST
Repo rate
Repo Rate: ଅପରିବର୍ତ୍ତିତ ରହିଲା ରେପୋ ରେଟ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ପୂର୍ବ ରେପୋ ହାର ଅର୍ଥାତ୍ 5.5% ଅପରିବର୍ତ୍ତିତ ରଖାଯାଇଛି। RBI ର ମୁଦ୍ରାନୀତି କମିଟି (MPC) ର ନିଷ୍ପତ୍ତି ବୁଧବାର ଆସିଛି। କମିଟିର 3 ଦିନ ଧରି ଏକ ବୈଠକ ହୋଇଥିଲା। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ସମସ୍ତ ସଦସ୍ୟ ରେପୋ ହାର ବଜାୟ ରଖିବା
Aug 6,2025, 14:31 PM IST
Aug 6,2025, 12:51 PM IST
Ashwini Vaishnaw
Ashwini Vaishnaw: ଶହେ କିଲୋମିଟର ବେଗରେ ଗଲେବି ଟ୍ରେନ ଉପରେ ନଜର ରଖିବ ସିସିଟିଭି
ନୂଆଦିଲ୍ଲୀ: ଭାରତୀୟ ରେଳର ପ୍ରତିଟି ଗତିବିଧିକୁ ଏବେ ସିସିଟିଭିରେ ରେକର୍ଡ କରାଯିବ। ପ୍ରତିଟି ଟ୍ରେନର ପ୍ରତି କୋଚରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସିସିଟିଭି ସଂଯୋଗ ହେବ ଏବଂ ଶହେ କିମିରୁ ଅଧିକ ବେଗରେ ଯାଉଥିବା ଟ୍ରେନର ଗତିବିଧି ଉପରେ ନଜର ରଖି ରେଳ ମନ୍ତ୍ରଣାଳୟ। ଏନେଇ ଆଜି ଲୋକସଭାରେ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 
Aug 6,2025, 12:36 PM IST
Rahul Gandhi
Rahul Gandhi: ଅତୀତରେ ମାନହାନୀ ମନ୍ତବ୍ୟ ଦେଇ କ୍ଷମା ମାଗିଥିଲେ ରାହୁଲ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ଭାବେ ଅଭିଷିକ୍ତ ରାହୁଲ ଗାନ୍ଧିଙ୍କ ରାଜନୀତିକ ପ୍ରବେଶ ତାଙ୍କ ଜନ୍ମରୁ ହିଁ ହୋଇଛି। ବାପା, ଜେଜେମା’ ତଥା ତାଙ୍କ ବାପା ଏ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସି ସାରିଛନ୍ତି। ସେ ମଧ୍ୟ ଏ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି କଂଗ୍ରେସ ବିଚାର କରିଛି। ତାଙ୍କୁ ଦଳର ନେତା ଭାବେ ଗ୍ରହଣ
Aug 6,2025, 12:06 PM IST
vigilance raid
Vigilance Raid: ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ
ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଉ ଜଣେ ସରକାରୀ ବାବୁଙ୍କ ଘର ଉପରେ ଚଢାଉ କରିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟକୁ ଆଧାର କରି ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ବାସଭବନରେ ଚଢାଉ କରା
Aug 6,2025, 11:28 AM IST
Chandra Budh Yuti
କର୍କଟରେ ପ୍ରବେଶ କରିବେ ଚନ୍ଦ୍ର: ୨୦ ଅଗଷ୍ଟରୁ ଧନବାନ ହେବେ ୩ ରାଶି, ବଦଳିବ ଭାଗ୍ୟ
ବୁଧ ଏବଂ ଚନ୍ଦ୍ର, ଉଭୟ ଶୁଭ ଗ୍ରହ। ଯେତେବେଳେ ଏହି ଦୁଇଟି ଗ୍ରହ ଏକାଠି ହୁଅନ୍ତି, ସେମାନଙ୍କର ଶକ୍ତି ବୃଦ୍ଧି ପାଏ। ଏପରି ପରିସ୍ଥିତିରେ ରାଶି ଉପରେ ଏକ ଭଲ ପ୍ରଭାବ ଦେଖାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଗ୍ରହମାନଙ୍କର ରାଜକୁମାର ବୁଧ ବର୍ତ୍ତମାନ କର୍କଟ ରାଶିରେ ଉପସ୍ଥିତ ଅଛନ୍ତି।
Aug 6,2025, 9:26 AM IST
Tsunami alert
Tsunami Alert For Odisha: ଓଡ଼ିଶାକୁ ସୁନାମୀ ଭୟ !
Tsunami Alert For Odisha: ଭୁବନେଶ୍ୱର: ଓଡ଼ିଶାକୁ ରହିଛି ସୁନାମୀ ଭୟ। ଏଭଳି କିଛି ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି ବୈଜ୍ଞାନିକ। ଏଠାରେ କହି ରଖୁ କି ସୁନାମି ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଦ୍ୱାରା ସୃଷ୍ଟି ହୁଏ। ଋଷିଆରେ ଏକ ବଡ଼ ଭୂମିକମ୍ପ ହେବା ପରେ, ଜାପାନ ଓ ଆମେରିକୀୟ ଏଜେନ୍ସି ଗୁଡ଼ିକ ମଧ୍ୟ ସୁନାମି ସତର୍କତା ଜାରି କରିଥିଲେ।
Aug 6,2025, 8:47 AM IST
Aug 6,2025, 8:15 AM IST
K V Singh Deo
ଉପମୁଖ୍ୟମନ୍ତ୍ରୀଙ୍କ ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଯୋଗଦାନ
ଭୁବନେଶ୍ୱର: ମାନ୍ୟବର ଉପମୁଖ୍ୟମନ୍ତ୍ରୀତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦୟ ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଅନୁଷ୍ଠିତ ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଆଜି ଯୋଗଦେଇଛନ୍ତି । ଭାରତରେ ୬୦ ନିୟୁତ ହେକ୍ଟରରୁ ଅଧିକ ଅନୁର୍ବର କିମ୍ବା ଅବ
Aug 6,2025, 7:50 AM IST
Donald Trump
Donald Trump: ଚୀନକୁ ନିଜର ବନ୍ଧୁ ବୋଲି କହିଲା ଆମେରିକା, ଭାରତକୁ ଟ୍ରମ୍ପଙ୍କ ନାଲି ଆଖି
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ପ୍ରଶଂସା କରିଛନ୍ତି। ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିଷୟରେ ମଧ୍ୟ କହିଥିଲେ। ଏହି ସମୟରେ, ଟ୍ରମ୍ପ ପୁଣି ଥରେ ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି। ସେ ଆଗାମୀ 24 ଘଣ୍ଟା ମଧ୍ୟରେ ଭାରତ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଚୀନ ବିଷୟରେ ଆଲୋଚନା କରି ଟ୍ରମ୍ପ କହିଛନ୍ତି ଯେ
Aug 6,2025, 7:06 AM IST
ଭଗବାନ ଗଣେଶଙ୍କ କୃପାରୁ ଆଜି ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢନ୍ତୁ ଆପଣଙ୍କ ରାଶିଫଳ
Horoscope Today 6th August 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ହେଉଛି ବୁଧବାର ଅର୍ଥାତ ଅଗଷ୍ଟ ୬ ତାରିଖ। ଗ୍ରହମାନଙ୍କର ଚଳନ ହେତୁ ରାଜଯୋଗ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ଗଣେଶଙ୍କ କୃପାରୁ ମେଷ, ସିଂହ ସହିତ ୫ଟି ରାଶି ଚମକିବାକୁ ଯାଉଛି। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Aug 6,2025, 6:46 AM IST
Charkayatan
Charkayatan:ମେଗା ଆୟୂର୍ବେଦ ସମ୍ମିଳନୀ ‘ଚରକାୟତନ’ ଉଦଯାପିତ
କଟକ: ସ୍ଥାନୀୟ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ସପ୍ତାହବ୍ୟାପୀ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ଆୟୂର୍ବେଦ କାର୍ଯ୍ୟକ୍ରମ ‘ଚରକାୟତନ’ ଉଦଯାପିତ ହୋଇଯାଇଛି । ପ୍ରାୟ 150ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଓ ଶିକ୍ଷାନବୀଶଙ୍କୁ ନେଇ ଚାଲିଥିବା ଏହି କାର୍ଯ୍ୟକ୍ରମ ପ୍ରକୃତ ପକ୍ଷରେ ଆୟୂର୍ବେଦର ପୁନଃ ଜାଗରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିଲା ।
Aug 5,2025, 14:07 PM IST
Satyapal Malik
Satyapal Malik: ଜମ୍ମୁର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନିଧନ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନିଧନ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି। ଦିଲ୍ଲୀସ୍ଥିତ ରାମମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ। ତେବେ ଆଜି ମଙ୍ଗଳବାର ଅଗଷ୍ଟ 5 ତାରିଖ ଦିନ ପ୍ରାୟ ୧ଟା ସମୟରେ ତାଙ୍
Aug 5,2025, 13:44 PM IST
odia entertainment
ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି' ପ୍ରତିଯୋଗିତା: ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି
ଭୁବନେଶ୍ୱର: ଓଡିଶାର ନମ୍ବର ୧ ଚ୍ୟାନେଲ ଓ ଘରେ ଘରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଜୀ ସାର୍ଥକ ସର୍ବଦା ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ମନଛୁଆଁ ଧାରାବାହିକ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ବା ବାସ୍ତବବାଦୀ ଚଳଚ୍ଚିତ୍ର ଭେଟିଦେଇ ସାଜିଛି ଦର୍ଶକଙ୍କର ପ୍ରଥମ ପସନ୍ଦ । ଏଥର ନିଜର ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆଣିଥିଲା ଟି
Aug 5,2025, 12:45 PM IST
Dr Mrutyunjay Mohapatra
Dr Mrutyunjay Mohapatra: IMD ଡିଜି ଭାବେ ପୁଣି ଥରେ ନିଯୁକ୍ତି ପାଇଲେ ଓଡ଼ିଆ ପୁଅ
ନୂଆଦିଲ୍ଲୀ: ପୁଣି ଥରେ ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ବା IMD ଡିଜି ଭାବେ ନିଯୁକ୍ତି ପାଇଲେ ଡ.
Aug 5,2025, 11:46 AM IST
ମଙ୍ଗଳବାର ଆରମ୍ଭରୁ ସୁନା ଦରରେ ବୃହତ ବୃଦ୍ଧି, ରାଜଧାନୀରେ ଭରି ପିଛା ରହିଛି ଏତିକି ଟଙ୍କା
Aug 5,2025, 11:02 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.